Odisha Link
Bridging the Missing Links in Odisha

ପିଏସ୍‌ଓ ଫେରାଇଲେ ବିରୋଧୀ ଦଳ ନେତା…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ତଦନ୍ତ ଜାରି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ପୁଲିସ ଗୁଳିରେ ମୃତ୍ୟୁ ବରଣ କରିଥିବାରୁ ପୁଲିସ ବିଭାଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ପିଏସଓ ଫେରାଇଦେଇଥିବା…

ହିନ୍ଦୀ ଭାଷାରେ ରିଲିଜ୍ ହେଲା…

ଓଏଲ୍‌ ବ୍ୟୁରୋ : ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ଇତିହାସ ଯୋଡିଲା 'ଦମନ'। ଆଜି ହିନ୍ଦୀ ଭାଷାରେ ରିଲିଜ୍ ହୋଇଛି ’ଦମନ’। ଶୁକ୍ରବାର ଦେଶର ୩ଶହରୁ ଊର୍ଧ୍ୱ ହଲରେ ଦର୍ଶକ ଦେଖିବେ ଏହି ଫିଲ୍ମ। ମୁମ୍ବାଇର ପିଭିଆର ହଲରେ ଏହି ଫିଲ୍ମର ହୋଇଛି ପ୍ରିମିୟର ସୋ। ଏଥିପାଇଁ ଦମନର ପୂରା ଦଳ ମୁମ୍ବାଇ ଗସ୍ତରେ…

ଭାରତ ଆକାଶରେ ପୁଣି ଥରେ ପାକିସ୍ତାନୀ…

ଓଏଲ୍‌ ବ୍ୟୁରୋ : ପୁଣି ଭାରତ ଆକାଶରେ ଦେଖିବାକୁ ମିଳିଲା ପାକସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଉଡୁଥିବା ପାକସ୍ତାନୀ ଡ୍ରୋନ୍ ଗୁଳି କରି ଖସାଇଲେ ବିଏସଏଫ ଯବାନ। ତେବେ ଏହି ପାକସ୍ତାନୀ ଡ୍ରୋନ୍ ପଞ୍ଜାବର ଅମ୍ରିତସରରେ ଏହି ଦେଖିବାକୁ ମିଳିଥିବା ଜଣା ପଡିଛି। ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ…

ଅଡ଼ୁଆରେ ବିଧାୟକ ବିଜୟ ଶଙ୍କର ଦାସ

ଓଏଲ୍‌ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବେ ଅଡୁଆରେ ପଡିଛନ୍ତି। ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟରେ ସୋମାଲିକା କରିଥିବା ଆବେଦନର ଶୁଣାଣି କରି ଏତଲା ପଞ୍ଜିକରଣ…

ନବ ଦାସ ହତ୍ୟା ମାମଲା : ଗୋପାଳଙ୍କୁ ଔଷଧ…

ଓଏଲ୍‌ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହି ହତ୍ୟା ମାମଲାର ତଦନ୍ତ ପାଇଁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ ଜାରି ରହିଛି। ଗୋପାଳଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ମେଡିସିନ…

“ନବ ଦାସ ମରିଗଲା, ମୁଁ ମାଂସ ଭୋଜି ଦେଲି”

ଓଏଲ୍‌ ବ୍ୟୁରୋ : ଦିନ ଦ୍ବିପହରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ପରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି। କ୍ରାଇମବ୍ରାଞ୍ଚ ହତ୍ୟା ପଛର ଗୁମର ଖୋଜୁଥିବା ବେଳେ କଟକର ଜଣାଶୁଣା ସମାଜସେବୀ ତଥା ବିଜେଡି ନେତ୍ରୀ ମୀନତି ବହିଦାର ନବ ଦାସଙ୍କ ମୃତ୍ୟୁକୁ ନେଇ ଦେଇଛନ୍ତି ବଡ଼ ବୟାନ। ଯାହାକୁ…

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ…

ଓଏଲ୍‌ ବ୍ୟୁରୋ : ମଝି ଆକାଶରେ ଅଘଟଣ। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଝି ଆକାଶରେ ଯିବାବେଳେ ଅଗ୍ନିକାଣ୍ଡ ହୋଇଛି। ବିମାନରେ ଅଗ୍ନିକାଣ୍ଡ କାରଣରୁ ବିମାନ ଜରୁରୀ ଅବତରଣ କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆବୁଧାବିରୁ କାଲିକଟ ଉଡାଣ ଆରମ୍ଭ ବେଳେ ନିଆଁ ଲାଗିଥିଲା। ବିମାନ ଉଡାଣର କିଛି ସମୟରେ ୧…

ପରଲୋକରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କେ.…

ଓଏଲ୍‌ ବ୍ୟୁରୋ : ଟଲିଉଡର ପ୍ରସିଦ୍ଧ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ ହୋଇଥିବା ଖବରରୁ ଜଣା ପଡିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।…

ବଦଳିଲା ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ,…

ଓଏଲ୍‌ ବ୍ୟୁରୋ : ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ବଦଳିଥିବା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ‘ଓଡ଼ିଶା ଅଗ୍ନିଶମ ସେବା’ ବର୍ତ୍ତମାନ ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହୋଇଛି। ଓଡ଼ିଶା ଅଗ୍ନିଶମ ସେବା ୧୯୪୪ ମସିହାରେ ପ୍ରତିଷ୍ଠା…

ଦୁର୍ବୁତ୍ତଙ୍କ ଆକ୍ରମଣରେ ଚାଲିଗଲା…

ଓଏଲ୍‌ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଦୁର୍ବୁତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ଧାରୁଆ ମାରଣାସ୍ତ୍ରରେ ଯୁବକଙ୍କ ମୁହଁକୁ ହାଣିଛନ୍ତି। ଆକ୍ରମଣର ଶିକାର ହୋଇଥିବା ମୃତ ଯୁବକ ଜଣକ ହେଲେ ଭଦ୍ରକ…