Odisha Link
Bridging the Missing Links in Odisha

ଉତ୍ତମ ମହାନ୍ତିଙ୍କ ଏକମାତ୍ର ହିନ୍ଦୀ…

ଓଏଲ୍ ବ୍ୟୁରୋ: ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓଡ଼ିଆ ସିନେ ଜଗତକୁ ଅନେକ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ପାଖାପାଖି ୧୩୫ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ସେ ତାଙ୍କର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। କେବଳ ଓଡ଼ିଆ ନୁହଁ ୩୫ ଟି…

‘ଓଡ଼ିଶାରେ ଏବେ ରାଜନୀତି ନାହିଁ,…

ଓଏଲ୍ ବ୍ୟୁରୋ: ନାରୀ ସମାଜ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ପ୍ରେରଣାର ସ୍ରୋତ। ଅଦ୍ଭୁତ କ୍ଷମତାରେ ଥାଇ କେବେ ବି ସେ ରାଜନୀତିକୁ କଳୁଷିତ କରିନାହାନ୍ତି। ତାଙ୍କ ସମୟରେ ସୁପରିଚାଳନାର ଏକ ଅନନ୍ୟ ବାତାବରଣ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ରାଜ୍ୟ ଆଉ ଗଣତନ୍ତ୍ରଭିତ୍ତିକ ହୋଇନାହିଁ।…

ଆମେରିକାରୁ ଆସି ଭୁବନେଶ୍ବରରେ ହେଲା ୨…

ଓଏଲ୍ ବ୍ୟୁରୋ: ସାଧାରଣତଃ ପୁଅଙ୍କ ବ୍ରତଘର ହୋଇଥାଏ। ଝିଅଟିଏର ବ୍ରତଘର ହେବା ବୋଧେ ପ୍ରାୟତ ଦେଖିବାକୁ କମ୍ ମିଳିଥାଏ। ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଦେଖିବାକୁ ମିଳିଥିଲା ଏମିତି କିଛି ଘଟଣା। ବାଲେଶ୍ୱରର ଗୁରୁସୋମ ନାମକ ଜଣେ ବ୍ୟକ୍ତି ତାଙ୍କର ଜଣେ ପୁଅ ସହ ୨ଝିଅଙ୍କର ମଧ୍ୟ ବ୍ରତଘର କରାଇଛନ୍ତି।…

ଏମିତି ବି ମୃତ୍ୟୁ ଆସେ, ମଞ୍ଚରେ ଚାଲିଗଲା…

ଓଏଲ୍ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସେ ଜଣା ନଥାଏ। ରାଜଧାନୀରେ ଶୁକ୍ରବାର ମାଲେସିଆରୁ ଆସିଥିବା ଜଣେ ନୃତ୍ୟଗୁରୁଙ୍କର ମୃତ୍ୟୁ ଘଟିଛି। ତାହା ପୁଣି ମଞ୍ଚ ଉପରେ। ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ୩ଦିନ ଧରି ଆୟୋଜିତ ହୋଇଥିବା ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାରର ଶେଷ ସାରେ ଏଭଳି ଅଭଟଣ…

ସମୁଦ୍ରରେ ଗାଧୋଇବା ହେଲା କାଳ; ଜଣେ…

ଓଏଲ୍‌ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ। ସମୁଦ୍ରରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣା ପଡିଛି। ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଛତ୍ରପୁର ଥାନା ଆର୍ଯ୍ୟପଲି ଗାଁ…

ନୂଆ ପାର୍ଲାମେଣ୍ଟର ‘ପିପୁଲ୍ସ…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ଏବେ ସବୁଠି ଚମକୁଛନ୍ତି। ବଡ଼ ବଡ଼ ପଦବୀଠୁ ନେଇ ଜାତୀୟ ଅନ୍ତର୍ଜାତୀୟ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ନିକଟରେ ନୂଆ ପାର୍ଲାମେଣ୍ଟର ଉଦଘାଟନ ସରିଛି। ଏହି ନୂଆ ପାର୍ଲାମେଣ୍ଟର ପିପୁଲ୍ସ ୱାଲରେ ଝଟକୁଛି ସାରା ଭାରତର ଜନଜାତିଙ୍କ ଚିତ୍ରକଳା। ଆଉ ଏହି ଚିତ୍ରକଳାକୁ ସମ୍ପାଦନା…