Odisha Link
Bridging the Missing Links in Odisha

ଭାଷାକୁ ଦଳୀୟ ଦୁଷ୍କର୍ମ! 

୨୦୧୫ ମସିହାରେ ଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ଜାତୀୟ ଯୁବ ଲେଖକ ସମ୍ମିଳନୀରେ ଏ ଲେଖକ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲା। ଉଭୟ ଇଂରାଜୀ ଓ ହିନ୍ଦୀ ଲିପିରେ ଲିଖିତ ନିମନ୍ତ୍ରଣ ପତ୍ରଟି ପୂର୍ବରୁ ହସ୍ତଗତ ହୋଇଥିଲା ଏବଂ ସେଥିରେ ହିନ୍ଦୀରେ ଏ ଲେଖକର ନାମ ଶୁଭ୍ରାଂଶୁ…

ମଧୁବାବୁ: ଶ୍ରାଦ୍ଧରେ ଶ୍ରଦ୍ଧାଂଜଳି

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୂଣ୍ୟତିଥି। ୧୯୩୪ ମସିହା ଆଜିର ଦିନରେ ଏହି ମହାନ ଓଡ଼ିଆଙ୍କର ମୃତ୍ୟୁ ହୋଇଥିଲା। କେବଳ ନୂଆ ଓଡ଼ିଶା ନୁହେଁ, ବରଂ ଆଧୁନିକ ଭାରତର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମଧୁବାବୁ। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଜନ୍ମିତ ଏହି…

ମିଳିଲେନି ପ୍ରାୟୋଜକ, ନିଜ ତିଆରି ଜୋତା…

ମାତୃତ୍ବ ଏକ ବୋଝ କି ବାଧକ ନୁହେଁ ଓ ମାତୃତ୍ବ ବିଫଳତା ଆଣେନାହିଁ, ଏ କଥା ପ୍ରମାଣ କରିଛନ୍ତି ଆମେରିକାର ପ୍ରସିଦ୍ଧ ଧାବିକା ଆଲିସନ୍‌ ଫେଲିକ୍ସ। ମାତୃତ୍ବକୁ ଏକ ଗୌରବମୟ ଆହ୍ବାନ ଭାବରେ ସେ ସାମନା କରିଛନ୍ତି ଓ ଅଧିକ ସଫଳତା ମଧ୍ୟ ଆପଣେଇଛନ୍ତି। କ୍ୟାରିଅର୍‌ରେ ଉତ୍ଥାନ ସମୟରେ ଜୋତା ଓ ଜଠର ମଧ୍ୟରେ କେଉଁ…

ରଜଦୋଳି ଗୀତ ଲେଖକଙ୍କୁ ନେଇ ଦୂରହେଲା…

ତଥ୍ୟ ଓ ସତ୍ୟ ସବୁବେଳେ ଆପେକ୍ଷିକ। ସେଇ ମର୍ମରେ ଦୁଇଦିନ ଧରି ରଜଦୋଳି ଗୀତର ରଚୟିତାଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ଏବେ ପ୍ରାୟ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଭାବିବାକୁ ହେବ। କାରଣ ଗୀତର ଅସଲ ଲେଖକ, ସଂଗ୍ରାହକ, ସ୍ବରକାର, ଗାୟକ ଆଦିଙ୍କ ବାବଦରେ ନୂଆ ତଥ୍ୟ ସାମନାକୁ ଆସିଛି। ଚଳିତ ବର୍ଷ ମେ ୧୪…

ରଜଦୋଳି ଗୀତ କିଏ ଲେଖିଥିଲେ- ମାଗୁଣି…

ନୟାଗଡ଼: ଆଜି ରଜ ସଂକ୍ରନ୍ତି। ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ତିନିଦିଆ ଗଣପର୍ବ ରଜ ଉତ୍ସବ। ତେବେ ରଜ ଦୋଳି ଖେଳ ସହ ଯୋଡ଼ିହୋଇ ରହିଥିବା ସବୁଠୁ ପ୍ରସିଦ୍ଧ ଗୀତଟି ହେଉଛି "ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ।" ଏ ଗୀତଟି କିଏ ଲେଖିଛନ୍ତି ସେ ବାବଦରେ ସେ ନେଇ ଏବେ ଏକ ତଥ୍ୟ ସାମନାକୁ…

ଚାଲିଗଲେ ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ

ଭୁବନେଶ୍ବର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ। ଦୁଇ ସପ୍ତାହ ଧରି ମୃତ୍ୟୁ ସହ ଲଢ଼େଇ କରିବା ପରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଏକ ଧାରାରେ ଜଣେ ପ୍ରାଧ୍ୟାପକ, ଗାନ୍ଧିବାଦୀ, ସମାଜସେବୀ, ପରିବେଶବିତ,…

କଂଗ୍ରେସମୁକ୍ତ ହେଉଛି କି ଭାରତ?

ଶୁଭ୍ରାଂଶୁ ପଣ୍ଡା ପଶ୍ଚିମବଙ୍ଗରେ ବିଜେପିର ବଙ୍ଗଦଖଲ ସ୍ବପ୍ନକୁ ଧୂଳିସାତ କରି ତୃଣମୂଳ କଂଗ୍ରେସ୍‌ ଏଥର ବହୁମତ ପାଇଥିବାରୁ ରାହୁଳ ଗାନ୍ଧୀ ମମତା ବାନାର୍ଜୀଙ୍କୁ ବଧେଇ ଦେଇଛନ୍ତି। ତେବେ ନିଜ ଦଳ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଶ୍ରୀ ଗାନ୍ଧୀଙ୍କର ସାମାନ୍ୟ ଅନୁଶୋଚନା ନାହିଁ। ଶତ୍ରୁର ପରାଜୟକୁ ନିଜର…

ବିନା ଅନୁମତିରେ ଓଡ଼ିଆରେ ନକଲ

ଭୁବନେଶ୍ବର: ବିନା ଅନୁମତିରେ ପ୍ରସିଦ୍ଧ ମଲାୟଲମ ଚଳଚ୍ଚିତ୍ର 'ହେଲେନ୍'ର କାହାଣୀ (ପ୍ରାୟ ଫ୍ରେମ୍‌ ଟୁ ଫ୍ରେମ୍) ଓ ପୋଷ୍ଟର୍‌ ନକଲ କରି କୁଖ୍ୟାତି ଅର୍ଜନ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର 'ମୋନାଲିସା' ଆଇନର ଜାଲରେ ଛନ୍ଦି ହୋଇପାରେ। ନକଲ ନେଇ ଜଣାପଡ଼ିବା ପରେ ଏହାର ସ୍ବତ୍ବ…

କାହାଣୀ ନକଲ, ପୋଷ୍ଟର ବି ନକଲ!

ଭୁବନେଶ୍ବର: ଜି-ସାର୍ଥକ୍‌ ଫିଲ୍ମ ପକ୍ଷରୁ 'ମୋନାଲିସା' ନାମରେ ଏକ ଓଡ଼ିଆ ସିନେମା ପ୍ରସ୍ତୁତ ହୋଇଥିବା ବେଳେ ଏହା ଏକ ପ୍ରସିଦ୍ଧ ମଲାୟଲମ ସିନେମାର ନକଲ ବୋଲି ଚର୍ଚ୍ଚା ହେଉଛି। ଉଭୟ ଚଳଚ୍ଚିତ୍ରର ପୋଷ୍ଟରରେ ଯଥେଷ୍ଟ ସାମଞ୍ଜସ୍ୟ ଥିବା ବେଳେ କାହାଣୀ ମଧ୍ୟ ନକଲ। ମାଥୁକୁଟ୍ଟି ଜାଭିୟରଙ୍କ ନିର୍ଦ୍ଦେଶିତ…

ପୁଣି ଓଡ଼ିଶା ଆସୁଛି ପୋସ୍କୋ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାରେ ଇସ୍ପାତ କାରଖାନା କରିବା ଆଳରେ ସ୍ଥାନୀୟ ବାସିନ୍ଦାଙ୍କ ଅର୍ଥନୀତି ଓ ପରିବେଶ ଉଭୟକୁ ନଷ୍ଟ କରି ଏଠାରୁ ଫେରିଯାଇଥିବା ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ପୁଣିଥରେ ଓଡ଼ିଶା ଆସିବା ଲାଗି ଉଦ୍ୟମ ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏଠାରେ ଇସ୍ପାତ କାରଖାନା…