Odisha Link
Bridging the Missing Links in Odisha

ଜ୍ଞାନର ଦେଉଳ ଗଢ଼ିଥିବା ଜଣେ ଅପାଠୁଆ…

ସୃଷ୍ଟିର ବହୁ ବିଚିତ୍ର, ଦଇବବନ୍ତ ବହୁ ପ୍ରେରଣାର ଅଭିବ୍ୟକ୍ତି ଭିତରୁ ଏ ନିର୍ଜନ ପଲ୍ଲୀର ଦାଶରଥି ପଟ୍ଟନାୟକଙ୍କ ଅନୁଷ୍ଠାନ ଅନ୍ୟତମ। ଏହାକୁ ଦର୍ଶନ କଲେ, ଏକ ବିଶେଷ ଆବିଷ୍କାରର ଆନନ୍ଦ ମିଳେ। ମନେହୁଏ, ଉତ୍ସାହ ଓ ପ୍ରେରଣା ଥିଲେ ବାସ୍ତବିକ ବହୁ ଅସମ୍ଭବ ପ୍ରାୟ ସ୍ଵପ୍ନ ବାସ୍ତବ ହୋଇଯାଏ। ଓଡ଼ିଶା ସାରା…

ବାହାଘରକୁ ମାସେ ପୂରିନି, ଜୀବନ ହାରିଲେ…

ଭୁବନେଶ୍ବର: ଅନ୍ରକୁ ବଞ୍ଚିବାର ମହତ୍ତ୍ବ ଓ ଜୀବନର ମାନେ ବୁଝାଉଥିଲେ; ଭାଙ୍ଗିପଡ଼ିଥିବା ମଣିଷକୁ ଆଶ୍ବାସନାର ଆଶାବାଡ଼ି ଧରାଉଥିଲେ ଯୁବ ସମାଜସେବୀ ଆଦିତ୍ୟ ଦାଶ। ସେଥିପାଇଁ ଖୁଉବ୍‌ କମ ବୟସରୁ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଫେସବୁକରେ ତାଙ୍କର ୮୦ ହଜାରରୁ ଅଧିକ ଅନୁଗାମୀ ଥିବା ବେଳେ…

ରାଜ୍ୟ ସଂଗୀତକୁ ନେଇ ସରକାରଙ୍କ ଭ୍ରମ

କରୋନା ସଂକ୍ରମଣ ଭଳି କଠିନ ସମୟରେ, ଗଣମାଧ୍ୟମ ବ୍ୟବସାୟ ପ୍ରାୟ ଧରାଶାୟୀ ହୋଇ ଯାଇଥିବା ବେଳେ ସରକାରୀ ବିଜ୍ଞାପନ ସବୁ ଖବ ଖବରକାଗଜ ପାଇଁ କୋରାମିନ୍ ପାଲଟିଛି। ଆଜି ସେଭଳି ଗୋଟିଏ ବିଜ୍ଞାପନ ଓଡ଼ିଶାରେ ଖବରକାଗଜମାନଙ୍କର ପୃଷ୍ଠାମଣ୍ଡନ କରିଛି; ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଓଡ଼ିଶାବାସୀଙ୍କୁ ନବୀନ…

ପୁଣି ‘ବନ୍ଦେ ଉତ୍କଳ ଜନନୀ’…

ଭୁବନେଶ୍ବର: କରୋନା ଲଢ଼େଇରେ ସାମିଲ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଓଡ଼ିଆମାନଙ୍କୁ ମେ' ୩୦ ତାରିଖ ସଂଧ୍ୟା ୫ଟା ୩୦ରେ ସମୁହ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଆହ୍ବାନକୁ ଦଳ, ମତ ଓ ଅଞ୍ଚଳ…

କରୋନା ସମୟରେ ଗଣମାଧ୍ୟମ ପରିଚାଳନା

ଅନ୍ୟ ବ୍ୟାବସାୟିକ କ୍ଷେତ୍ର ଭଳି କରୋନା ମହାମାରୀ ଦ୍ବାରା ଗଣମାଧ୍ୟମ ଶିଳ୍ପ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି। ଓଡ଼ିଶାରେ ପୋର୍ଟାଲଗୁଡ଼ିକ ସମ୍ପୂର୍ଣ୍ଣ ଧରାଶୟୀ ହୋଇପଡ଼ିଥିବା ବେଳେ ଖବରକାଗଜଗୁଡ଼ିକ ଆର୍ଥିକ ଓ ବ୍ୟାବସାୟିକ ସଂକଟ ଦେଇ ଗତି କରୁଛନ୍ତି। ଟିଭି ଚ୍ୟାନେଲରେ ମଧ୍ୟ ବିଜ୍ଞାପନ ଆଧାର କମିଯାଇଛି।…

ସନ୍ଥକବି ଭୀମ ଭୋଇ: ଆଜି ୧୭୧ତମ ଜୟନ୍ତୀ

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ'ବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।। ଏହି କାଳଜୟୀ ଦୁଇ ଧାଡ଼ିରୁ ହିଁ ସନ୍ଥ କବି ଭୀମ ଭୋଇଙ୍କ ମାନବପ୍ରୀତି ଓ ଜଗତକଲ୍ୟାଣକାରୀ ମନଭାବର ପରିଚୟ ମିଳେ। ଆଜି ସେହି ମହାନ ଭକ୍ତିମାର୍ଗୀଙ୍କର ୧୭୧ ତମ ଜୟନ୍ତୀ। ୧୮୫୦ ମସିହା ଆଜିର…

ଉତ୍କଳ ଟ୍ୟାନେରୀ, ପଛୁଆଙ୍କ ଉନ୍ନତି ଓ…

ଶୁଭ୍ରାଂଶୁ ପଣ୍ଡା ଦେଶ ବ୍ୟାପୀ ଏବେ ଉଦ୍ୟୋଗ ପ୍ରତିଷ୍ଠାର ଲହରୀ ଖେଳୁଥିବା ବେଳେ ଷ୍ଟାର୍ଟଅପ୍ ନୀତି ମାଧ୍ୟମରେ ସରକାର ନୂଆ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଦେଶର ବିକାଶରେ ଉଦ୍ୟୋଗ ଯେ ଏକ ଅପରିହାର୍ଯ୍ୟ ଅଙ୍ଗ, ଏହାକୁ କେହି ଅସ୍ଵୀକାର କରି ପାରିବେନାହିଁ। ତେବେ ଦେଶ ସ୍ବାଧୀନ…

ଓଡ଼ିଶାର ବିଶ୍ବକର୍ମା: ସବୁଥିରେ ପ୍ରଥମ…

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୂଣ୍ୟ ଜନ୍ମତିଥି। କେବଳ ନୂଆ ଓଡ଼ିଶାର ନୁହେଁ, ବରଂ ଆଧୁନିକ ଭାରତର ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମଧୁବାବୁ। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଜନ୍ମିତ ଏହି ମହାପୁରୁଷଙ୍କ ଜୀବନ ଓ କର୍ମ ବାବଦରେ ପ୍ରାୟ ଓଡ଼ିଆ ପାଠକ…

ବାହାର ରାଜ୍ୟରେ ଓଡ଼ିଆ: ବସ୍‌ ନୁହେଁ,…

ଓଡ଼ିଶା ବାହାରେ ୫ ଲକ୍ଷ ନୁହେଁ, ପ୍ରାୟ ୧୦ ଲକ୍ଷ ଓଡ଼ିଆ ଶ୍ରମିକ ଅଛନ୍ତି। ଏମାନେ ଓଡ଼ିଶା ଫେରିଲେ ସ୍ଥିତି ଅଣାୟତ ହୋଇପାରେ। ଯଦି ବି ସରକାର ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ରହିଲେ, ଏଥିପାଇଁ ବହୁ ଅର୍ଥ ବ୍ୟୟ ହେବ। ୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ନବୀନ ପଟ୍ଟନାୟକ ସୁରତ ଗସ୍ତ କରି…

ଭାରତକୁ ୧୨,୦୦୦ କୋଟି ଟଙ୍କାର…

ଶୁଭ୍ରାଂଶୁ ପଣ୍ଡା ଗୋଟିଏ ପଟେ ଆମେରିକାକୁ ଜରୁରୀ ରୋଗପ୍ରତିରୋଧକ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇଦେବାକୁ ଭାରତ ରାଜି ହୋଇଥିବା ବେଳେ ଏଭଳି ଅବେଳରେ ଭାରତର ଯୁଦ୍ଧାସ୍ତ୍ର କ୍ରୟ ଅନୁରୋଧକୁ ଅନୁମୋଦନ କରିଛି ଆମେରିକା। ଭାରତ ଏ ନେଇ ପୂର୍ବରୁ ଆମେରିକାକୁ ଅନୁରୋଧ କରିଥିବା ବେଳେ ସୋମବାର (୧୩…