Odisha Link
Bridging the Missing Links in Odisha

ପ୍ରବଳ ବର୍ଷା ଆଶଙ୍କା, ୧୮ ଜିଲ୍ଲାକୁ…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ ଦିନକରେ ୫୧୦ କୋଭିଡ ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୫୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୭ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୩୧ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା…

୧୮ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରଙ୍କ…

ଭୁବନେଶ୍ୱର: ରାଜଧାନୀ ଶତାଦ୍ଧୀ ନଗର ଡ୍ରେନ୍‌ରୁ ଛାତ୍ର ନିଖୋଜ ଘଟଣାର ୧୮ଘଣ୍ଟା ପରେ ମିଳିଲା ନିଖୋଜ ଜ୍ୟୋତିଙ୍କ ମୃତଦେହ। ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ସମୟରେ ଭୁବନେଶ୍ୱରରେ…

ଏସିଏଫ୍ ମୃତ୍ୟୁ ମାମଲା: ଆଜି…

ଭୁବନେଶ୍ୱର: ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ। ଭୁବନେଶ୍ୱରସ୍ଥିତ ଏସଏଫଏସଏଲରେ ବିଦ୍ୟାଭାରତୀଙ୍କର ଟେଷ୍ଟ କରାଯିବ। ନେଇ ତେବେ ଏହି ଟେଷ୍ଟ ପରେ ମୃତ୍ୟୁ ଉପରୁ ରହସ୍ୟ ଉଠିବାର ଆଶଙ୍କା…

ଏ ଯାଏଁ ମିଳିନି ଡ୍ରେନ୍‌ରେ ଭାସି…

ଭୁବନେଶ୍ବର: ବରମୁଣ୍ଡା ଶତାବ୍ଦୀନଗର ଦେଇ ଯାଇଥିବା ବିଏମ୍‌ସିର ୮ନମ୍ବର ନାଳରେ ଗତକାଲି ଦଶମ ଶ୍ରେଣୀର ଛାତ୍ର ‌ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ଭାସିଯାଇ ନିଖୋଜ ଅଛନ୍ତି। ଭାସିବାର ଅଠର ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତଥାପି ମିଳୁନାହିଁ ଜ୍ୟୋତି ପ୍ରକାଶ ବେହେରାଙ୍କ କୈଣସି ସନ୍ଧାନ।…

ଆରସିବି ଅଧିନାୟକ ପଦରୁ ଓହରିବେ ବିରାଟ

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ପଦରୁ ଓହରିବେ ବିରାଟ କୋହଲି। ରବିବାର ଏ ନେଇ ଘୋଷଣା କରିଛନ୍ତି ବିରାଟ। ଚଳିତ ଆଇପିଏଲ୍ ସିଜିନ୍‌ର ଶେଷରେ ସେ ଅଧିନାୟକ ପଦରୁ ଓହରିବେ। ଏ ନେଇ ଟ୍ୱିଟ୍ କରି ସେ ପ୍ରଶଂସକୁ ଅବଗତ କରାଇଛନ୍ତି।…

ଆଜିଠୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର…

ପିପିଲି: ଆଜିଠୁ ପିପିଲି ଉପନିର୍ବାଚନ ବିଧିବଦ୍ଧ ଭାବେ ଆରମ୍ଭ ହେବ ପ୍ରଚାର। ପ୍ରଚାର ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବା ନେଇ ଦଳ ବେଶ୍‌ ଆଶାବାଦୀ ଥିବା ବେଳେ। ସେପଟେ ବିଜେପି କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଚାରରେ…

ଆଜିଠୁ +୩ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ

ଭୁବନେଶ୍ବର: ଆଜିଠୁ +୩ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ। କରୋନା ସଂକ୍ରମଣ ହ୍ରାସ ପରେ +୩ ଦ୍ବିତୀୟ ବର୍ଷ ତଥା ୨୦୨୦-୨୧ ଶିକ୍ଷାବର୍ଷର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆଜିଠୁ ଆରମ୍ଭ ହେବ। କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯିବା ସହ ମାସ୍କ ପିନ୍ଧିବା ବା‌ଧ୍ୟତାମୂଳକ…

ସୋନିଆ ବାଛିବେ ପଞ୍ଜାବର ନୂଆ…

ଚଣ୍ଡିଗଡ଼: ଆଜି ଅମରିନ୍ଦର ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପଞ୍ଜାବ କଂଗ୍ରେସ ବିଧାୟକ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦୁଇଟି ସଂକଳ୍ପ ଗୃହୀତ ହୋଇଛି। ପ୍ରଥମ ସଂକଳ୍ପରେ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପ୍ରତି କୃତଜ୍ଞତା ଜ୍ଞାପନ…

ଆଜିଠୁ ଗଜପତି ମହାରାଜା ଦିବ୍ୟସିଂହ…

ପୁରୀ: ଆଜି ପବିତ୍ର ସୁନିଆ ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ‘ସୁନିଆ’ ଉତ୍ସବ। ଆଜିଠାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ୬୪ ଅଙ୍କ ଆରମ୍ଭ ହୋଇଛି। ଏହି ଅଙ୍କର ଜାତକ ଓ ପାଞ୍ଜି ଗଣନାରେ ରହିଛି ବିଶେଷ ମହତ୍ତ୍ୱ। ଏହି ଅବସରରେ ଗଜପତିଙ୍କ ଅଭିଷେକ ଉତ୍ସବ ଆୟୋଜନ କରାଯାଇଛି।…