Odisha Link
Bridging the Missing Links in Odisha

ଟିକା ନ ନେବାରୁ ରାସନ କାର୍ଡ ଜବତ ସହ…

ଭୋପାଲ: କରୋନା ବିରୋଧରେ ଟିକା ବାଧ୍ୟମୂଳକ ନଥିବା ବେଳେ। ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ହିଁ ଟିକା ନେଇପାରିବେ କିମ୍ବା ଏହାକୁ ପ୍ରତ୍ୟାଖ୍ୟାନ କରିପାରିବେ। କାହାକୁ ଟିକା ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ କିଛି ସ୍ଥାନରେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକଙ୍କୁ ଅନେକ ପ୍ରକାରର…

ସିଦ୍ଧୁଙ୍କର ପାକିସ୍ତାନ ଲିଙ୍କ୍‌…

ପଞ୍ଜାବ: ଅମରିନ୍ଦର ସିଂ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଅମରିନ୍ଦର ନଭଜୋତ ସିଂ ସିଦ୍ଧୁଙ୍କୁ ଟାାର୍ଗେଟ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସହ ସିଦ୍ଧୁଙ୍କ ସମ୍ପର୍କ ରହିଛି ଏବଂ ସେ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ। ଏହି କାରଣ ପାଇଁ ମୁଁ ସିଦ୍ଧୁଙ୍କ…

ସମାଜର ପୂର୍ବତନ ସମ୍ପାଦିକା ମନୋରମା…

କଟକ: ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ। ମନୋରମାଙ୍କ ୮୭ ବର୍ଷ ବୟସରେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ମନୋରମାଙ୍କ ଦେହାନ୍ତ ଘଟିଛି। ସାମ୍ବାଦିକା, ଲେଖିକା, ସମାଜସେବୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମନୋରମା ୧୯୩୪ ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ। ସ୍ୱାଧୀନତା…

ଅନନ୍ତ ବ୍ରତ ପାଇଁ ଗାଇଡଲାଇନ ଆଣିଲା…

ଭୁବନେଶ୍ବର: ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି। ଆସନ୍ତାକାଲି ଅନନ୍ତ ବ୍ରତ ପଡୁଥିବାରୁ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗାଇଡଲାଇନ ଧାର୍ଯ୍ୟ କରିଛି ଭୁବନେଶ୍ୱର ମହାନଗର ନିଗମ। ଆସନ୍ତାକାଲି ଅନନ୍ତ ବ୍ରତ ସକାଶେ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇପାରେ। ଯାହା…

୯ ମାସର ଶିଶୁ ସହ ପରିବାରର ୫ ଜଣଙ୍କ…

ବେଙ୍ଗାଲୁରୁ: ୯ ମାସର ଶିଶୁ ସହ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର। ଏମିତି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁର ବ୍ୟାଦରହଲ୍ଲୀ ଅଞ୍ଚଳରେ। ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ପୋଲିସ୍। ଚାରିଜଣ ରଶିରେ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ନଅ ମାସର ଶିଶୁର ଶବ ଖଟ…

ଇତିହାସ ରଚିିଲା ଭୁବନେଶ୍ବର ଏମ୍ସ: ୨୨ମାସ…

ଭୁବନେଶ୍ବର: ଇତିହାସ ରଚିିଲା ଭୁବନେଶ୍ବର ଏମ୍ସ। ୨୨ମାସର ଶିଶୁ ଉପରେ ସଫଳ ଏକମୋ ଚିକିତ୍ସା କରିି ଏବେ ଚର୍ଚ୍ଚାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ। ଏହି ବିରଳ ସଫଳତା ରାଜ୍ୟରେ ନୁହେଁ, ସାରା ଦେଶରେ ପ୍ରଥମ। ପୂର୍ବରୁ ଏତେ କମ ବୟସ୍କ ଶିଶୁ ଉପରେ ଏକମୋ ଚିକିତ୍ସା କରାଯାଇନଥିଲା। ଶିଶୁଟି ଫୁସଫୁସର ଏକ ବିରଳ…

ସେପ୍ଟେମ୍ବର ୨୦ରୁ ୟୁଜି କ୍ଲାସରୁମ୍‌…

ଭୁବନେଶ୍ୱର: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା। ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ଆରମ୍ଭ ହେବ। କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ…

ପାରୋଲରେ ଆସି ଆତ୍ମହତ୍ୟା

ମାହାଙ୍ଗା: ପାରୋଲ୍‌ରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା। ମୃତ କଏଦୀ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ। ତେବେ ଆତ୍ମହତ୍ୟା କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନା ମୁତାବକ, ରାଜକିଶୋର ନାୟକ ପୁରୀ…

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ…

ପଞ୍ଜାବ: ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଶନିବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ। ଦଳୀୟ ଗୋଷ୍ଠୀ କନ୍ଦଳ କାରଣରୁ ଅମରିନ୍ଦର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅମରିନ୍ଦର ଇସ୍ତଫା ପ୍ରଦାନ କରିଥିଲେ। ଦୀର୍ଘଦିନ ଧରି ପୂର୍ବତନ…

ଡିଆରଡିଓ ତଥ୍ୟ ଲିକ୍‌ ମାମଲା: ରିମାଣ୍ଡରେ…

ବାଲେଶ୍ୱର: ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଏଯାବତ୍ ୫ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ। ତେବେ ଆଜି ଉକ୍ତ ୫ ଜଣଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବାଲେଶ୍ୱର ଜେଲରୁ କଟକ ଆଣୁଛି କ୍ରାଇମବ୍ରାଞ୍ଚ। ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ। ସମସ୍ତଙ୍କୁ କଟକ ଆଣି ଜେରା…