Odisha Link
Bridging the Missing Links in Odisha

ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୭…

ଝାଡଖଣ୍ଡ: ମୂର୍ତ୍ତି ବିସଜର୍ନ ବେଳେ ବଡ଼ ଧରଣର ଅଘଟଣ। ପାଣିରେ ବୁଡ଼ି ୭ଜଣ ବାଳିକାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଝାଡଖଣ୍ଡର ଲାତେହାରର ବାଲୁମାଥ ଥାନା ଅଞ୍ଚଳରେ ଥିବା ଶେରେଗାଡ଼ା ଗ୍ରାମରେ ଘଟିଛି। ବିଶ୍ୱକର୍ମା ପୂଜା ପାଇଁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ସମୟରେ ଏହି ୭ଜଣ ବାଳିକା ବୁଡି…

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: DFOଙ୍କ…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ପାରଳାଖେମୁଣ୍ଡି ଡିଏଫଓଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି। ଭୁବନେଶ୍ୱର ଫରେନସିନ୍ ଲ୍ୟାବ୍ରେ ଲାେଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି। ପ୍ରାୟ ୩ ଘଣ୍ଟା ଧରି ଲାଇ…

ବଢ଼ିଲା ସୋନୁ ସୁଦଙ୍କ ପାଇଁ ଅଡ଼ୁଆ

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଏବେ ସୋନୁଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଚଢ଼ାଉର ତୃତୀୟ ଦିନ ତଦନ୍ତ ସରିଥିବା ବେେଳେ ଏହି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଏହି ମାମଲାରେ ସୋନୁ ସୁଦ ୨୦ କୋଟି ଟଙ୍କାର ଟ୍ୟାକ୍ସ ହେରଫେର ସାମିଲ ଥିବା…

ଟିଏମସିରେ ଯୋଗ ଦେଲେ ବାବୁଲ ସୁପ୍ରିଓ

କୋଲକାତା: ଟିଏମସିରେ ସାମିଲ ହେଲେ ବିଜେପିର ପୂର୍ବତନ ମନ୍ତ୍ରୀ ବାବୁଲ ସୁପ୍ରିଓ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ଗତମାସରେ ହଠାତ୍ ସେ ବିଜେପି ଦଳରୁ ଇସ୍ତଫା ଦେଇଥିଲେ ଓ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ।…

ପ୍ରବଳ ବର୍ଷା ଆଶଙ୍କା, ୧୨ ଜିଲ୍ଲାକୁ…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମୟୂରଭଞ୍ଜ,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ନ୍ୟୁଜିଲାଣ୍ଡ ପାକିସ୍ତାନ କ୍ରିକେଟର…

ନୂଆଦିଲ୍ଲୀ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଅଚାନକ ନିଜର ଗସ୍ତ ବାତିଲ୍ କରିଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ୍ କରିଛି ନ୍ୟୁଜିଲାଣ୍ଡ। ଗସ୍ତ…

ବିଶ୍ରାମ କକ୍ଷରେ ଆଦିବାସୀ ମହିଳାଙ୍କୁ…

ରାଉରକେଲା: ରାଉରକେଲା ଏୟାର୍‌ ଷ୍ଟ୍ରିପ୍‌ରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ମହିଳା ଜଣଙ୍କ ବିଶ୍ରାମ ନେଉଥିବା ବେଳେ ବିଶ୍ରାମ କକ୍ଷରେ ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଅଭିଯୁକ୍ତ ଇଣ୍ଡିଆନ ଅଏଲ କମ୍ପାନି ଫିଲିଂ ଷ୍ଟେସନର କର୍ମଚାରୀ ବୋଲି ଜଣାପଡ଼ିଛି। ଏନେଇ ଛେଣ୍ଡ…

ଏଣିକି ନମ୍ବର ୧୧୨ ଡାଏଲରେ ମିଳିବ ପୁଲିସ…

ଭୁବନେଶ୍ୱର: ଏଣିକି ଗୋଟିଏ ନମ୍ବରରେ ମିଳିବ ସବୁ ସେବା। ୧୧୨ ଡାଏଲ୍ କଲେ ଗୋଟିଏ ନମ୍ବରରେ ପୁଲିସ ଓ ଅଗ୍ନିଶମ ସେବା ମିଳିବ। ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ ୧୧୨କୁ କଲ୍ କରି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେବା ପାଇ ପାରିବେ।…

ମିତ୍ରଙ୍କ ବଦଳରେ ବିଜେପି ଜନତାଙ୍କ କାମ…

ନୂଆଦିଲ୍ଲୀ: ସାରା ଦେଶରେ ୧୭ ସେପ୍ଟେମ୍ବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜୟନ୍ତୀ ଭାବେ ପାଳନ କରାଯାଉଛି। ତେବେ ଯୁବକଂଗ୍ରେସ ଦିନଟିକୁ ଦେଶରେ ‘ଜାତୀୟ ବେରୋଜଗାରୀ ଦିବସ’ଭାବେ ପାଳନ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରରେ ଶାସନୀ ପୂର୍ବରୁ ବିଜେପି ବର୍ଷକୁ…

ସାଇବର ଅପରାଧ କ୍ଷେତ୍ରରେ ଷଷ୍ଠ ସ୍ଥାନରେ…

ନୂଆଦିଲ୍ଲୀ: NCRB ରିପୋର୍ଟ ମୁତାବକ  ଦେଶରେ ୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ। ଏଥିସହ ୨୧୪ ପ୍ରତିଶତ ବଢିଛି ମିଥ୍ୟା ସମ୍ବାଦ ଓ ଗୁଜବ ମାମଲା। ତେଲେଙ୍ଗାନାରେ ସର୍ବାଧିକ ଗୁଜବକାରୀ ରାଜ୍ୟ ଥିବାବେଳେ ଉତ୍ତରପ୍ରଦେଶରେ ଶୀର୍ଷରେ ଭିଡିଓ ଭାଇରାଲ ଘଟଣା। NCRB ରିପୋର୍ଟ ମୁତାବକ ୨୦୨୦ରେ ଦେଶରେ ମୋଟ ୫୦…