Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ପହଞ୍ଚିଲେ ଡେଲିଭରୀ ବୟ

ଭୁବନେଶ୍ବର: ଶେଷରେ ଭୁବନେଶ୍ୱରରେ ପହଞ୍ଚିଲେ ଅପହରଣ ନାଟକ କରିଥିବା ଡେଲିଭରୀ ବୟ ପତିତପାବନ। ତାଙ୍କ ସାଥୀରେ ଗୋପ ଅଞ୍ଚଳର ଜଣେ ଯୁବତୀ ମଧ୍ୟ ରହିଛନ୍ତି। ଉଭୟଙ୍କୁ ମଧ୍ୟପ୍ରଦେଶକୁ କଟନୀରୁ ଆଣି ଭୁବନେଶ୍ୱରରେ ପହଞ୍ଚିଛି ଧଉଳି ଥାନା ପୋଲିସ। ଗତ ସୋମବାର ଦିନ ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ଏହି ୨ଜଣଙ୍କୁ…

ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଗୋଟିଏ ଲଘୁଚାପ । ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ବର ନିକଟରେ ରହିବ। ଏହା ବର୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗରେ ମିଶିବା ପରେ…

ହୀରାକୁଦରେ ଖୋଲିଲା ୨୪ଟି ଗେଟ

ସମ୍ବଲପୁର: ଉପରେ ମୁଣ୍ଡରେ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଜିକୁ ମୋଟ ୨୪ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାର୍ଶ୍ୱର ୧୬ ଟି ଗେଟ ଖୋଲାଯାଇଥିବା ବେଳେ ଡାହାଣ ପାର୍ଶ୍ୱର ୮ଟି ଗେଟ ଖୋଲାଯାଇଛି ଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୩୫…

ବିଜେଡ଼ିରେ ମିଶ୍ରଣ ପର୍ବ

କୋରାପୁଟ: ବିଜେଡ଼ିରେ ମିଶ୍ରଣ ପର୍ବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। କୋରାପୁଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ଯୋଗ ଦେଇଛନ୍ତି। ସେ ନିଜର କର୍ମୀ ଓ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏହି…

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା:…

ଭୁବନେଶ୍ବର: ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ତେବେ ଏଥିପାଇଁ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ବନ୍ୟା ମୁକାବିଲା…

୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨…

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ମହମ୍ମଦନଗର ପାଟଣା ଅଞ୍ଚଳରୁ ୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଜଳେଶ୍ବର ପୁଲିସ। ଏହାସହ ଏକ ବୁଲେଟ୍ ମଟର ସାଇକେଲ୍ ଏବଂ କିଛି ଟଙ୍କା ଜବତ କରିଛି ଜଳେଶ୍ଵର ପୁଲିସ। ଗିରଫ ଦୁଇ ଜଣଙ୍କ ଘର ଭୁବନେଶ୍ବରରେ ହୋଇଥିବା ବେଳେ…

ରାଜଧାନୀରେ ଫୁଟିବନି ବାଣ, ବିକ୍ରି ଉପରେ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏଥର ମଧ୍ୟ ଫୁଟିବନି ବାଣ। ଦୀପାବଳିରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲଗାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ ଜରିଆରେ ଏନେଇ ଘୋଷଣା କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି।…

ପିପିଲି ଉପନିର୍ବାଚନ ପାଇଁ ବିଜେପିର…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ବିଜେପି। ବିଜେପି ପିପିଲି ପାଇଁ ମୋଟ ୨୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବା ବେଳେ ଲିଷ୍ଟରେ ୩ ଜଣ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର…

ସ୍ପୁଟନିକ୍ ଲାଇଟ୍ ଟ୍ରାଏଲକୁ ଭାରତର…

ନୂଆଦିଲ୍ଲୀ: କରୋନାକୁ ମାତ ଦେବାକୁ ଆସୁଛି ଋଷର ସ୍ପୁଟନିକ୍ ଲାଇଟ୍ ଭ୍ୟାକ୍ସିନ୍। ଯାହାର ଗୋଟିଏ ମାତ୍ର ଡୋଜ୍ ଶରୀରକୁ କରୋନା ଠାରୁ ସୁରକ୍ଷା ଦେବାକୁ ଯଥେଷ୍ଟ ବୋଲି କୁହାଯାଉଛି। ଏହାର ପରୀକ୍ଷଣ ପାଇଁ ଭାରତୀୟ ଡ୍ରଗ୍ସ କଣ୍ଟ୍ରୋଲ ଅନୁମତି ଦେଇସାରିଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(…

ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର…

ହାଇଦ୍ରାବାଦ: ଖୋଜି ଖୋଜି ତାଙ୍କୁ ବାହାର କରିବୁ ଆଉ ଏନ୍‌କାଉଣ୍ଟର କରିବୁ। ହାଇଦ୍ରାବାଦ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ‘ଏନ୍‌କାଉଣ୍ଟର୍‌’ କରି ହତ୍ୟା କରାଯିବ ବୋଲି ତେଲେଙ୍ଗାନା ଶ୍ରମମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଛନ୍ତି। ହାଇଦ୍ରାବାଦର ସୈଦାବାଦରେ ‘୬ବର୍ଷୀୟ ବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା’…