DRDO ତଥ୍ୟ ଲିକ୍ ମାମଲାର ୪ ଅଭିଯୁକ୍ତକୁ…
ବାଲେଶ୍ବର: ଚାନ୍ଦିପୁର ITRରୁ ତଥ୍ୟ ଲିକ୍ ଘଟଣାରେ ଗିରଫ ହୋଇଥିବା ୪ଜଣଙ୍କ କୋର୍ଟ ଚାଲାଣ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIକୁ ତଥ୍ୟ ଦେଉଥିବା ଅଭିଯୋଗରେ ମଙ୍ଗଳବାର ସମସ୍ତଙ୍କୁ ଗିରଫ କରିଥିଲା ପୁଲିସ।
ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ…