Odisha Link
Bridging the Missing Links in Odisha

ଏନକାଉଣ୍ଟର ମାମଲାରେ ତଦନ୍ତ ଆରମ୍ଭ କଲା…

ନୂଆଦିଲ୍ଲୀ: ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟରରେ ମାରିଦେବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣା ନିମନ୍ତେ ପୁଲିସ ବିରୋଧରେ ୨ ଜଣ ଓକିଲ ଜି.ଏସ. ମଣି ଏବଂ ପ୍ରଦୀପ କୁମାର ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିବା ସହ ସମ୍ପୃକ୍ତ ପୁଲିସ…

ହେବ ନାହିଁ ଅଦିନିଆ ରଥଯାତ୍ରା

ପୁରୀ: ଡିସେମ୍ବର ୨୯ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ହେବାକୁଥିବା ଅଦିନିଆ ରଥଯାତ୍ରା ଆଉ ହେବ ନାହିଁ। ଏହି ଦିନ ରାଧାକୃଷ୍ଣ ସତ୍‌ସଙ୍ଗ ଆୟୋଜନ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ…

ଓଡ଼ିଶାରେ ହେବ ଆଉ ୩ ବିମାନବନ୍ଦର

ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ଆଉ ୩ଟି ବିମାନବନ୍ଦର। କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା ଓ ସୁନ୍ଦରଗଡ଼ର ରାଉରକେଲାରେ ଏହି ବିମାନବନ୍ଦର ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂହ ଖାରୋଲା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍…

ଦକ୍ଷିଣ-ଏସୀୟ କ୍ରୀଡ଼ାରେ ଅମୀୟଙ୍କୁ…

ଭୁବନେଶ୍ବର: ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଆ ଧାବକ ଅମୀୟ ମଲ୍ଲିକ ହାସଲ କରିଛନ୍ତି ରୌପ୍ୟ ପଦକ। ନେପାଳର କାଠମାଣ୍ଡୁ ଠାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାର ୧୩ତମ ସଂସ୍କରଣରେ ଅମୀୟ ଏହି ସଫଳତା ପାଇଛନ୍ତି। ଭାରତୀୟ ପୁରୁଷ ଦଳ ୪ଗୁଣା ୧୦୦ ମିଟର ରିଲେରେ ୩୯.୯୭ ସେ‌େ‌କଣ୍ଡରେ ଅତିକ୍ରମ କରି ଦ୍ବିତୀୟ…

ଦୋଷୀଙ୍କୁ ଗୁଳିକରି ମାରି ଦିଆଯାଉ :…

ନୂଆଦିଲ୍ଲୀ: ଗତକାଲି ‘ଦିଶା’ ଗଣବଳାତ୍କାର ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ଘଟଣାରେ ଦିଶାଙ୍କୁ ନ୍ୟାୟ ମିଳିଲା ବୋଲି ଦେଶବ୍ୟାପୀ ଚର୍ଚ୍ଚା ହୋଇଥିବା ବେଳେ ଗତ ରାତିରେ ହିଁ ଉନ୍ନାଓ ପୀଡ଼ିତା ଆଖିବୁଜିଲେ ଯାହା ପୁଣି ଥରେ ଦେଶବାସୀଙ୍କୁ ଦୁଃଖିତ କରିଛି। ଏନେଇ ଦିଶାଙ୍କ ଭଳି ଉନ୍ନାଓ…

୭୦ ଲକ୍ଷ ଠକି ନେଲେ ମହିଳା !

ବଲାଙ୍ଗିର: ସହାୟତା କରିବା ବାହାନାରେ ୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ଆରତି ନାୟକ ନାମକ ଜଣେ ମହିଳା। ଏହି ପରି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡ଼ାରୁ। ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ଯାଜପୁର ଜିଲ୍ଲାର ଆରତି ତାଙ୍କ ପରିବାର ସହିତ ଆସି ଗାନ୍ଧୀ ନଗର ପଡ଼ାରେ…

ଆସୁଛି ଅମ୍ମାଙ୍କ ଜୀବନୀକୁ ନେଇ ୱେବ…

ମୁମ୍ବାଇ: ତାମିଲନାଡୁର ପୂର୍ବତନ ଦିଂବଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆସୁଛି ଏକ ୱେବ ସିରିଜ। ଏହି ୱେବ ସିରିଜର ନାଁ ‘କୁଇନ ’ ଥିବା ବେଳେ ଏବେ ଏହି ୱେବ ସିରିଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ୱେବ ସିରିଜରେ ଦେଖିବାକୁ ମିଳିବ ଜୟଲଳିତାଙ୍କ ଅଭିନୟରୁ ଆରମ୍ଭ କରି ତାଙ୍କ ରାଜନୌତିକ…

ଟପ-୧୦ ଥାନା ତାଲିକାରେ ଓଡିଶାର ନାଁ…

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ମହିଳାମାନେ ଦୁଷ୍କର୍ମ ତଥା ହତ୍ୟାର ଶିକାର ହେଉଛନ୍ତି। ଏନେଇ ଜନ ସାଧାରଣ ପୁଲିସ ପ୍ରଶାସନର ସୁରକ୍ଷା ପ୍ରଦାନରେ ବିଫଳତା ଉପରେ ପ୍ରଶ୍ନ ଉଠାଇଥିବାବେଳେ ଗୃହ ମନ୍ତ୍ରାଳୟ ଜାରି କରିଛି ଦେଶର ସର୍ବଶ୍ରେଷ୍ଠ ୧୦ଟି ପୁଲିସ ଥାନାର ତାଲିକା। ଏହି ତାଲିକାରେ ଓଡ଼ିଶାର କୌଣସି…

ସୋମବାର ଦାୟିତ୍ବ ଗ୍ରହଣ କରିବେ ନୂଆ…

କଟକ : ରାଜ୍ୟ ପୁଲିସର ନୂଆ ମହାନିର୍ଦ୍ଦେଶକ (ଡିଜି) ଭାବେ ଡିସେମ୍ବର ୯ ତାରିଖରେ ଯୋଗଦେବେ ବରିଷ୍ଠ ଆଇପିଏସ୍ ଅଫିସର ଅଭୟ। ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଅଭୟ ଏବେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୮ ଜାନୁଆରି ୨…

ଉନ୍ନାଓ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା…

ଉନ୍ନାଓ : ଉନ୍ନାଓ ଗଣଦୁଷ୍କର୍ମରେ ପୀଡିତା ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏବେ ସେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ…