Odisha Link
Bridging the Missing Links in Odisha
Browsing Category

ଓଡ଼ିଶା

ଓଡ଼ିଶା: ରାଜ୍ୟପାଳ,ରାଜଭବନ ଓ ରାଜନୀତିରେ…

ଓଏଲ‌ ବ୍ୟୁରୋ: ଓଡ଼ିଶାରେ 'ଆରଆରଆର'। ଅର୍ଥାତ୍‌ ରାଜଭବନ, ରାଜ୍ୟପାଳଙ୍କୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇ ଉଠିଛି। ଓଡ଼ିଶା ରାଜଭବନରୁ ବାହାରି ଏବେ ଦିଲ୍ଲୀ ଦରବାରରେ ପହଁଞ୍ଚିଲାଣି ରାଜଭବନ ରାଜନୀତି। ଓଡ଼ିଶା ରାଜଭବନ ଝାଡଖଣ୍ଡ ନିର୍ବାଚନ ପାଇଁ ୱାରରୁମ ପାଲଟିଛି କି ବୋଲି ବିରୋଧୀ ପ୍ରଶ୍ନ କରିବା ପରେ…

କନ୍ଧମାଳ: ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଡାଙ୍ଗଣାମୁ ଘାଟିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ପରେ ଲାଗି ରହିଛି ଉତ୍ତେଜନା। ଏହି ଘଟଣାକୁ ସପ୍ତାହେ ବିତି ସାରିଥିବା ସତ୍ତ୍ବେ ସୁଧୁରୁନି ସ୍ଥିତି। ସ୍ଥାନୀୟ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ପରିବାର ଲୋକ ସନ୍ତୁଷ୍ଟ ନଥିବାରୁ ଏବେ ଏହାର ତଦନ୍ତ…

ବାଜି ରାଉତଙ୍କ ଜନ୍ମ ଜୟନ୍ତୀ:…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ। ଅନେକ ବୀର ନିଜର ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ। ସେ ମଧ୍ୟରୁ ଅନ୍ୟତମ ହେଲେ ସହିଦ ବାଜି ରାଉତ। ତେବେ ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି…

ଆଜି ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି…

ଭୁବନେଶ୍ବର: ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ। ଅନେକ ବୀର ନିଜର ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ। ସେ ମଧ୍ୟରୁ ଅନ୍ୟତମ ହେଲେ ସହିଦ ବାଜି ରାଉତ। ତେବେ ଆଜି ତାଙ୍କ ଜନ୍ମଦିବସରେ ଆସନ୍ତୁ ଜାଣିବା ଭାରତର ସର୍ବକନିଷ୍ଠ…

ଆଜି ନିଯୁକ୍ତି ସମାରୋହ: ୧୬,୦୦୯ କନିଷ୍ଠ…

ଓଏଲ୍‌ ବ୍ୟୁରୋ: ଆହୁରି ସୁଦୃଢ଼ ହେବ ରାଜ୍ୟର ଶିକ୍ଷା ବ୍ୟବସ୍ଥା। ରାଜ୍ୟର ଶିକ୍ଷା କ୍ଷେତ୍ରକୁ ମିଳିବ ନୂଆ ଉର୍ଜା। କାରଣ ଆଜି ୧୬,୦୦୯ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ପତ୍ର ଦେବେ ରାଜ୍ୟ ସରକାର। କଳିଙ୍ଗ ଷ୍ଟାଡିୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ନିଯୁକ୍ତି ସମାରୋହ ଓ ନବନିଯୁକ୍ତ…

ହକି ଇଣ୍ଡିଆ ଲିଗ୍‌ 2.0: ୭ ବର୍ଷ ପରେ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆରମ୍ଭ ହେବ ହକିର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ। ୭ ବର୍ଷ ପରେ ପୁଣିଥରେ ଫେରିଛି ହକି ଇଣ୍ଡିଆ ଲିଗ୍। ହକି ଇଣ୍ଡିଆ ସଭାପତି ତଥା ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀଙ୍କ ପ୍ରଚେଷ୍ଟାରେ ପୁଣିଥରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍। ଆସନ୍ତା ଡିସେମ୍ବର ୨୮ ତାରିଖରୁ…

ଗରିବଙ୍କୁ ମିଳିବ ମାଗଣା ୪ ଡିସିମିଲ ଜମି

ଓଏଲ୍‌ ବ୍ୟୁରୋ: ଗରିବ ଲୋକଙ୍କୁ ମିଳିବ ୪ ଡିସିମିଲ ମାଗଣା ଜମି। ଏନେଇ ଆଜି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଗରିବ ଲୋକଙ୍କୁ ୪ ଡିସିମିଲ ଜମି ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ଅଟେ।ଏଥିପାଇଁ ବର୍ତ୍ତମାନ ସର୍ଭେ କାମ ଚାଲିଥିବା ବେଳେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ବୋଲି ରାଜସ୍ବ…

ଯାଜପୁରରେ ରଥଯାତ୍ରା, ଚଳଚଞ୍ଚଳ…

ଓଏଲ୍ ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ବିରଜା। ଭାରତର ୫୧ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ବିରଜା କ୍ଷେତ୍ରର ରହିଛି ଅନେକ ପ୍ରସିଦ୍ଧି। ରାଜ୍ୟର ଅନ୍ୟ ଶକ୍ତିପୀଠଗୁଡିକ ପରି ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ଦୁର୍ଗାପୂଜା। ଏହି ଶାରଦୀୟ ପୂଜାର ବିଶେଷ ଆକର୍ଷଣ ହେଉଛି…

ଜୁନାଗଡ଼ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ୨୪ ବର୍ଷର ବିଜେଡି ଶାସନରେ ବିରାମ ଲାଗିଥିବାବେଳେ ବିଜେପିକୁ ରାଜ୍ୟ ଶାସନ ଭାର ମିଳିଛି। ଏସବୁ ଭିତରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକୁ ନେଇ ବିଜେପି ବିଧାୟକ ମାନେ ପ୍ରଚେଷ୍ଟା ଜାରି କରିଥିବାବେଳେ ବିଜେଡି ମଧ୍ୟ ବିରୋଧୀ ଭୂମିକାକୁ ସମ୍ଭାଳିବାର…

ଭିଜିଲାନ୍ସ ଜାଲରେ ପଡ଼ିଲେ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ। ୭ ହଜାର ନେଲା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ…