Odisha Link
Bridging the Missing Links in Odisha
Browsing Category

ଅଭିମତ

ପିପିଲି ଲାଇଭ୍: ନଥାମାନଙ୍କର କଥା କିଏ…

ଭୁବନେଶ୍ବର: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବେ ବୋଲି ସବୁଜ ପ୍ରତିଶ୍ରୁତି ଢାଳନ୍ତି ତ କେନ୍ଦ୍ରମନ୍ତ୍ରୀ ପରିବର୍ତ୍ତନର ଆହ୍ବାନ ଦେଇ ବିକାଶର ଗୈରିକ ସ୍ବପ୍ନ ନେଇ ଉଭା ହୁଅନ୍ତି। ଏମିତି ଗୋଟିଏ ପରେ ଗୋଟିଏ ନିର୍ବାଚନ ଆସେ ଆଉ ଯାଏ। କିନ୍ତୁ ସବୁଜ ସ୍ବପ୍ନ ଓ ଗୈରୀକ ସ୍ବପ୍ନ ଏକାକାର…

ଗାଙ୍ଗଷ୍ଟର ହାଇଦର ଫେରାର

କଟକ: ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏକାଧିକ ମାମାଲରେ ସଂପୃକ୍ତ ହାଇଦର ଗତ କିଛି ଦିନ ହେବ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଥିଲା। ଜେଲରୁ ଅଣା ଯାଇ ହାଇଦରକୁ ଡାକ୍ରଖାନାରେ ଭର୍ତ୍ତି କରାଯାଇଥିଲା। ଏସସିବିର ସର୍ଜରୀ ଓ୍ଵାର୍ଡରେ ସେ ଚକିତ୍ସୀଧିନ…

Fact Check: ବାଂଲାଦେଶ ସ୍ବାଧୀନତା,…

ଗତ ସପ୍ତାହରେ ବାଂଲୋଦଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେବା ଲାଗି ଢାକା ଗସ୍ତ ଅବସରରେ ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଂଲା ମୁକ୍ତି ପାଇଁ ସେ ସତ୍ୟାଗ୍ରହ କରିଥିଲେ ଓ ଜେଲ୍‌ ମଧ୍ୟ ଯାଇଥିଲେ। ମୋଦିଙ୍କର ଏ ବକ୍ତବ୍ୟକୁ ନେଇ ଗତ ତିନିଦିନ ଧରି ଚର୍ଚ୍ଚା ଥମିନାହିଁ।…

ଟଙ୍କା ନାହିଁ ତ ପ୍ରଚାର ନାହିଁ

ଭୁବନେଶ୍ବର: ଓସ୍କାର ଦୌଡ଼ରେ ଓଡ଼ିଆ ସିନେମା ଥିବା ନ ଥିବା ନେଇ ଦୁଇଦିନ ଧରି ବିବାଦ ଘନେଇବାରେ ଲାଗିଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା "କାଲିର ଅତୀତ" ଏ ଦୌଡ଼ରେ ସାମିଲ ହୋଇଛି ବୋଲି ପୂର୍ବରୁ ସେ ସୂଚନା ଦେଇଥିବା ବେଳେ ଗତକାଲି ନିଜେ ଶ୍ରୀ ପଣ୍ଡା…

ଅପରାଜିତା: ଆଗପଟୁ ଜଗନ୍ନାଥ, ପଛପଟୁ…

ଏଭଳି ଶୀର୍ଷକ ପାଇଁ ପ୍ରଥମରୁ କ୍ଷମା ମାଗି ନେଉଛି। ପ୍ରସଙ୍ଗଟି ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ। ଆମେ ସମସ୍ତେ ଉଣାଅଧିକେ ନିଜର ପ୍ରଶଂସା ଶୁଣିବାକୁ ଭଲପାଉ, ଏଥିରେ କୌଣସି ଅସୁବିଧା ନାହିଁ। ତେବେ ପ୍ରଶଂସା କ୍ରମଶଃ ସ୍ତୁତିଗାନର ରୂପନେଇ ମଣିଷକୁ ଈଶ୍ବରଙ୍କ ସମାସ୍କନ୍ଦ କରି ଦେଖାଇବାର ଉପକ୍ରମ ଧୃଷ୍ଟତା…

ଟ୍ରକ୍‌ କୁ ଧକ୍କା ଦେଲା କାର୍‌: ସ୍ୱାମୀ…

ପାରାଦୀପ : ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି କଟକ-ପାରାଦୀପ ରାସ୍ତାରେ ଘଟିଛି। ସୂଚନା ଅନୁଯାୟୀ, କିଛି ମାସ ତଳେ ବିବାହ କରିଥିବା ଶ୍ରୀକାନ୍ତ ତାଙ୍କ ପତ୍ନୀଙ୍କୁ ନେଇ ଦାରିଙ୍ଗବାଡ଼ି ଓ ଅନ୍ୟ କିଛି ସ୍ଥାନକୁ…

ବିଷାକ୍ତ ଔଷଧ ପିଆଇ ଲୁଟ୍

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଛାତ୍ରଙ୍କୁ ନିଶା ଦେଇ ଲୁଟି ନେଇଥିବା ସୂଚନା ମିଳିଛି। ଉକ୍ତ ଛତ୍ର ଜଣକଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିରେ ପାଠ ପଢ଼ନ୍ତି। ସୂଚନା ଅନୁସାରେ,ପୀୟୁଷଙ୍କୁ ଦୁର୍ବୃତ୍ତ ମାନେ ବିବେକାନନ୍ଦ ହସ୍ପିଟାଲ…

ବିଜେପିକୁ ପର କରିଦେଲେ ଲେଖାଶ୍ରୀ!

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୂର୍ବରୁ ଅଧ୍ୟାପିକା ଥିଲେ। ସେହି ଦୃଷ୍ଟିରୁ ସେ ଜଣେ ସ୍ଥିତପ୍ରଜ୍ଞ ଓ ବିଚାରବନ୍ତ ମହିଳା ହୋଇଥିବେ ବୋଲି ଏ ଲେଖକର ଧାରଣା ଥିଲା, ଯାହା କ୍ରମଶଃ ଭ୍ରମ ଭଳି ମନେହେଉଛି। ଅନେକ ସମୟରେ ନିଜର ଅଦୂରଦର୍ଶୀ ଓ ହାସ୍ୟାସ୍ପଦ ମନ୍ତବ୍ୟ ପାଇଁ ସେ ଉପହସିତ ଓ ନିନ୍ଦିତ…

ମହିଳାଙ୍କଠୁ ଝାମ୍ପି ନେଲେ ସୁନା ଚେନ

ଖଲ୍ଲିକୋଟ : ଦିନ ଦ୍ୱିପହରରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା। ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ଗଳି ନିକଟରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାମ ଆଶା ଦେବି ବୋଲି ଜଣାପଡିଛି । ଖବର ଅନୁଯାୟୀ, ଆଶା ଦେବୀ ନିଜ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ…

ଅସୁରକ୍ଷିତ ମାନବିକ ଅଧିକାର

ମାନବିକ ଅଧିକାର କହିଲେ ଯେଉଁ ଅଧିକାର ପ୍ରତ୍ୟେକ ମାନବ ଉପଭୋଗ କରିଥାନ୍ତି ଓ ଯାହା ପ୍ରତ୍ୟେକଙ୍କ ନିମିତ୍ତ ସୁରକ୍ଷିତ ରହିଥାଏ। ସଭ୍ୟତାର ଉନ୍ନତି ଓ ସମାଜରେ ସୁସ୍ଥ ସହାବସ୍ଥାନ ନିମିତ୍ତ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅପରିହାର୍ଯ୍ୟ। ଇତିହାସକୁ ଦୃଷ୍ଟି ଦେଲେ ଏହା ସ୍ପଷ୍ଟ ଜାଣି ହୁଏ ଯେ, ମନୁଷ୍ୟର…