Odisha Link
Bridging the Missing Links in Odisha
Browsing Tag

ଟିକାକରଣ

ରାଜ୍ୟରେ ୧ କୋଟି ଅତିକ୍ରମ କଲା ପ୍ରଥମ…

ଭୁବନେଶ୍ବର: ରାଜ୍ୟରେ ରେକର୍ଡ଼ କଲା କରୋନା ଟିକାକରଣ। ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ଏକ କୋଟି ଟପିସାରିଛି। ଏନେଇ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ବହୁ ରାଜ୍ୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ତେବେ ଏହାର ଶ୍ରେୟ…

ଟିକା ଅଭାବ: ଅଧା ଓଡ଼ିଶାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକା ଅଭାବ। ଟିକା ଅଭାବ କାରଣରୁ ଅଧା ଓଡ଼ିଶାରେ ଟିକାକରଣ ବନ୍ଦ ହୋଇଯାଇଛି। ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାରଣ ସମ୍ପୂର୍ଣ୍ଣ ବନ୍ଦ। ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା,…

ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ କରାଯାଉଛି। ମାତ୍ର ରାଜ୍ୟରେ ଟିକାର ଅଭାବ ଚିନ୍ତା ବଢ଼ାଇଛି। କେନ୍ଦ୍ର ସରକାର ଜୁନ୍ ମାସ ପାଇଁ ଆବଶ୍ୟକ ଟିକା ଦେଇନଥିବାରୁ ଟିକାର ଅଭାବ ଦେଖାଦେଇଛି। ଫଳରେ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି। ଅନୁଗୁଳ, ବଲାଙ୍ଗିର,…

ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କୁ କରାଯିବ ଟିକାକରଣ। ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। କୋଭିଡ ୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ। ଏହାସହ ସେହି ମାସରେ…

ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ…

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର କମୁଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି। ଫଳରେ କରୋନା ମହାମାରୀକୁ ମାତ୍‌ ଦେବାକୁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବା ନେଇ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ।…

ଡିସେମ୍ବର ସୁଦ୍ଧା ସାରା ଦେଶବାସୀଙ୍କୁ…

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର କୁମୁଥିବା ବେଳେ ତୃତୀୟ ଲହର ନେଇ ଆଶଙ୍କା କରାଗଲାଣି। କରୋନାକୁ ମାତ ଦେବା ପାଇଁ ସାରା ଦେଶରେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାମମନୋହର ଲୋହିୟା ହସ୍ପିଟାଲ ଟିକାକରଣ କେନ୍ଦ୍ର ପରିଦର୍ଶନ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଦିନକରେ ୧୩ ଲକ୍ଷ ଟିକାକରଣ କରି ରେକର୍ଡ…

ହାଇଦ୍ରାବାଦ: ଗୋଟିଏ ଦିନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ନୂଆ ରେକର୍ଡ ସୃଷ୍ଟି କରିଛି ଆନ୍ଧ୍ରପ୍ରଦେଶ। ଗତରାତି ୯ଟାରେ ଶେଷ ହୋଇଥିବା ସ୍ବତନ୍ତ୍ର ଟିକାକରଣ ଅଭିଯାନରେ ସମଗ୍ର ରାଜ୍ୟରେ ଲୋକମାନଙ୍କୁ ୧୩,୪୫,୦୦୪ ଡୋଜ୍‌ ଟିକା ଦିଆଯାଇଛି। ଏହା ପୂର୍ବ ଦିନ ମଧ୍ୟ ୬ ଲକ୍ଷରୁ ଅଧିକ ଲୋକଙ୍କୁ…

ରାଜ୍ୟରେ ଆଜିଠୁ କ୍ୟାମ୍ପେନ୍ ମୋଡ଼ରେ…

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ। କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନେସନ ପଲିସିକୁ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖିଛନ୍ତି। ମହାନଗର ନିଗମରେ ୨୦ଟି, ମ୍ୟୁନିସିପାଲିଟିରେ ୧୦ଟି ସେସନ କରାଯିବା ସହ ପ୍ରତ୍ୟେକ ବ୍ଲକ ଓ ଏନଏସିରେ…

ବିଦେଶ ଯାତ୍ରା ପାଇଁ ୨ୟ ଡୋଜ ଟିକାକରଣ…

ଭୁବନେଶ୍ୱର: ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟିକାକରଣ ନେଇ ନୂଆ ଗାଇଡଲାଇନ। ବିଦେଶକୁ ଯାଉଥିଲେ ଆଗୁଆ ନେଇ ପାରିବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍। ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବିଦେଶକୁ ପାଠ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀ, ଚାକିରି କରିବାକୁ ଯାଉଥିବା ବ୍ୟକ୍ତି ଏବଂ…

ଏଣିକି ବିନା ରେଜିଷ୍ଟ୍ରେସନ୍ ଓ ସ୍ଲଟ୍…

ନୂଆଦିଲ୍ଲୀ: ଏଣିକି ଆଉ ଲୋଡ଼ା ନାହିଁ ରେଜିଷ୍ଟ୍ରେସନ୍। ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂ ଦରକାର ନାହିଁ। ୧୮ବର୍ଷରୁ ଊଦ୍ଧ୍ୱର୍ ଯେ କୌଣସି ଭାରତୀୟ ନାଗରିକ ସିଧାସଳଖ ଟିକାକେନ୍ଦ୍ରକୁ ଯାଇ ସେଠାରେ ଟିକା ନେଇପାରିବେ। ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ…