ଟୋକିଓ ଅଲିମ୍ପିକ୍ସରେ ଅଭାବନୀୟ ଘଟଣା:…
ଟୋକିଓ: ଟୋକିଓ ଅଲିମ୍ପିକ୍ସର ମୁଷ୍ଟିଯୁଦ୍ଧ ରିଙ୍ଗ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଷ ହେଭିୱେଟ୍ ବର୍ଗ ମ୍ୟାଚ୍ ବେଳେ ମରକ୍କୋ ମୁଷ୍ଟିଯୋଦ୍ଧା ୟୁନିସ୍ ବାଲା ପ୍ରତିପକ୍ଷ ନ୍ୟୁଜିଲାଣ୍ଡର ଡେଭିଡ୍ ନାଇକାଙ୍କ କାନକୁ ଅଚାନକ କାମୁଡ଼ି ପକାଇଛନ୍ତି। ଫଳରେ ବିଚାରକ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ…