ଟୋକିଓ ଅଲମ୍ପିକ୍ସ: କ୍ୱାର୍ଟର ଫାଇନାଲରେ…
ଟୋକିଓ: ଟୋକିଓ ଅଲମ୍ପିକ୍ସରୁ ଆଉ ଏକ ପଦକର ଆଶା ଦେଲେ ତୀରନ୍ଦାଜ ଦୀପିକା କୁମାରୀ। ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେନିଆ ପରୋଭାଙ୍କୁ ସୁଟଆଉଟରେ ପରାସ୍ତ କରି ଦୀପିକା କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି।
କଡା ମୁକାବିଲାରେ ୬-୫ରେ ଜିତିଛନ୍ତି…