Odisha Link
Bridging the Missing Links in Odisha
Browsing Tag

ନୟାଗଡ଼

ନୟାଗଡ଼: ପରୀ ମାମଲାରେ ସଅଳ, ଏମାନଙ୍କ…

ନୟାଗଡ଼: ଚଳିତ ବର୍ଷ ଜିଲ୍ଲାରେ ସବୁଠୁ ଚର୍ଚିତ ଅପରାଧ ଭାବେ ପରିଚିତ କୁନିଝିଅ ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡ଼ରୁ ନୂଆଦିଲ୍ଲୀ ଯାଏଁ ଚହଳ ପଡ଼ିଥିଲା। ସରକାର ଏ ନେଇ ସ୍ବତନ୍ତ୍ର ତଦନ୍ତ ଦଳ (SIT) ଗଠନ କରି ମାମଲାର ତ୍ବରିତ ସମାଧାନ କରିଥିଲେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ହତ୍ୟାକାଣ୍ଡର ପଛର କାରଣ ଖୋଜିବା…

ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନୟାଗଡ଼…

ନୟାଗଡ଼: ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ଦିଆଗଲା, ଅଥଚ ମୁଖ୍ୟମନ୍ତ୍ରୀ ବଞ୍ଚି ଥାଉ ତାଉ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ନୟାଗଡ଼ ବିଜେଡି। ଜିଲ୍ଲାରେ ଜଣେ ବିଜେଡି ନେତ୍ରୀଙ୍କ ଏତାଦୃଶ ତ୍ରୁଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନିକଟରେ ଦଳର ସାଂଗଠନିକ…

ନୟାଗଡ଼ ଡାକ୍ତରଖାନାରେ ICU ଉଦଘାଟନ କଲେ…

ନୟାଗଡ଼: ଜନ ସାଧାରଣଙ୍କ ସେବା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ ବ୍ୟବସ୍ଥାର ଶୁଭ ଉଦଘାଟନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫.୩୦ ସମୟରେ ଉଦଘାଟନ କରିଛନ୍ତି। ଏଥିସହିତ ଚାନ୍ଦପୁର ବସନ୍ତ ମଞ୍ଜରୀ ଡାକ୍ତରଖାନାରେ ଚାପ ଅବଶୋଷଣ ପ୍ରଣାଳୀରେ…

କଦଳୀ ଚୋରିରୁ ହତ୍ୟାକାଣ୍ଡ

ନୟାଗଡ଼: କଦଳୀ ଚୋରିରୁ ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ବେଣାଗାଡ଼ିଆ ପଞ୍ଚାୟତ କାଦୁଆ ଗ୍ରାମରେ। ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ମଙ୍ଗଳବାର ରାତି ୧୧ ଟା ସମୟରେ ବେଣାଗାଡ଼ିଆ ଗ୍ରାମର ଜଣେ ବ୍ୟକ୍ତି କଦଳୀ ଚୋରି କରୁଥିଲେ। ଏହା ଜାଣିପାରି ମାଲିକ ବିରୋଧ କରିବାରୁ…

ହାବିଲଦାରଙ୍କ ଦାଦାଗିରି: ୫୦୦ ଟଙ୍କା ଦେ,…

ନୟାଗଡ଼: ଜଣେ ପୁଲିସ୍ କର୍ମଚାରୀଙ୍କ ଲାଞ୍ଚ ମାଗୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ‘୫୦୦ ଟଙ୍କା ଦିଅ। ନହେଲେ ୫୦୦୦ ଟଙ୍କାର ଫାଇନ କଟାଯିବ।’ ବୋଲି ପୁଲିସ୍ କର୍ମଚାରୀ ଜଣଙ୍କ କହୁଥିବାର ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି।…

ନୟାଗଡ଼: ରାଜନୀତି ପାଇଁ ସୁହାଉଛି ପୁଲିସ ଓ…

ନୟାଗଡ଼: ଯଦୁପୁର ଗାଁରେ ପରୀ ହତ୍ୟାକାଣ୍ଡକୁ ୪ ମାସ ବିତି ଯାଇଥିଲେ ବି ପୁଲିସର ହାତଖାଲି। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଏ ଦିଗରେ ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏ ଘଟଣାର କ୍ରାଇମ୍‌ ବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ବିରୋଧୀଙ୍କ ଚାପ ଓ ଘଟଣାର ରହସ୍ୟମୟତାକୁ ଉପଲବ୍ଧି କରି ପରେ ଏ ଘଟଣାର ତଦନ୍ତ…

ରାଜନୈତିକ ଚକ୍ରବ୍ୟୁହରେ ନୟାଗଡ଼ର ନଥା

ନୟାଗଡ଼: ପୁଲିସ ଈଶ୍ବର ନୁହେଁ। ଅତୀତରେ ଏଭଳି ବହୁ ଘଟଣା ଘଟିଛି, ଯେଉଁଠି ସ୍ଥାନୀୟ ପୁଲିସ ଏପରିକି ରାଜ୍ୟ ପୁଲିସ ମଧ୍ୟ ଦୋଷୀକୁ ଧରିବାରେ ବିଫଳ ହୋଇଛନ୍ତି। କିଛି କ୍ଷେତ୍ରରେ ଅପରାଧୀ ଅଚିରେ ଲୁଚିଯାଇଛି ଏବଂ କ୍ରାଇମ୍‌ ବ୍ରାଞ୍ଚ୍‌ ଏପରିକି ଦେଶର ସର୍ବୋଚ୍ଚ ତଦନ୍ତ ସଂସ୍ଥାନ ସିବିଆଇକୁ ମଧ୍ୟ ଖାଲିହାତରେ…

ମହାନଦୀରେ ୫୦୦ ବର୍ଷ ପୁରୁଣା ମନ୍ଦିର…

ନୟାଗଡ଼: କିଛି ଦିନ ତଳେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ପଦ୍ମାବତୀ ଗାଁ ନକଟରେ ମହାନଦୀ ଗର୍ଭରେ ୫୦୦ ବର୍ଷ ତଳ ମନ୍ଦିରର ଦଧିନଉତି ଆବିଷ୍କୃତ ହୋଇଥିଲା। ଏବେ ସେହି ୫୦୦ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର ବୁଡ଼ିଯିବା ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର…

ନୟାଗଡ଼: ଖଣ୍ଡପଡ଼ାରେ ୧୨ ହଜାର ବର୍ଷ…

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଜଙ୍ଗଲ ଭିତରେ ପ୍ରାୟ ୧୨ ହଜାର ବର୍ଷ ପୁରୁଣା ନବ-ପ୍ରସ୍ତରଯୁଗ ସମୟର ମାନବ ସଭ୍ୟତା ଥିବାର ପ୍ରମାଣ ମିଳିଛି। ଏଠାରେ ଠାବ ହୋଇଥିବା ପ୍ରସ୍ତର ଗୃହରେ ନିଓଲିଥିକ୍‌ ମାନବ ରହୁଥିଲେ ବୋଲି ଏହା ଉପରେ କାର୍ଯ୍ୟ କରୁଥିବା ଗବେଷଖ ଅନାମ ବେହେରା ସୂଚନା ଦେଇଛନ୍ତି। ବାଣୀ…

ନୟାଗଡ଼: ମହାନଦୀ ଗର୍ଭରୁ ମିଳିଲା ୫୦୦…

ଭୁବନେଶ୍ବର: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏକ ମନ୍ଦିରର ଦଧିନଉତି (ଅଗ୍ରଭାଗ) ଆବିଷ୍କୃତ ହୋଇଛି। ଐତିହାସିକ ଅନୀଲ ଧରଙ୍କ ନେତୃତ୍ବରେ ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍‌ଟାକ୍) ପକ୍ଷରୁ 'ମହାନଦୀ ଅବବାହିକା ଏତିହ୍ୟ ସ୍ଥଳ ପ୍ରଲେଖନ ପ୍ରକଳ୍ପ' (Mahanadi Valley Heritage Sites…