ପୁଅର ଅତ୍ୟାଚାର ସହି ନପାରି ଥାନାର…
ଆନନ୍ଦପୁର: ଛୋଟ ବେଳୁ ପୁଅ କୋଳେଇ କୋଖେଇ ବଡ଼ କଲା ପରେ ଏବେ ପରିଣତ ବୟସରେ ମା ବାପାଙ୍କୁ ଅସହ୍ୟ ନିର୍ଯ୍ୟାତନା ଦେଉଛି ପୁଅ। ଏଭଳି ଏକ ଅଭିଯୋଗ ନେଇ ଆଜି ଆନନ୍ଦପୁର ଥାନା ଡଙ୍କିଆ ଗାଁ ରେ ବୃଦ୍ଧ ଦମ୍ପତି ଥାନାର ଦ୍ବାରସ୍ଥ ହୋଇଛନ୍ତି।
ବୃଦ୍ଧ ବାପା ମା'ଙ୍କ ଅଭିଯୋଗ ମୁତାବକ, ପୁଅ ମଦ ପିଇବା ପରେ ହିତାହିତ…