ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଚିତା,…
ଝାରୁସୁଗଡା: ନିଷ୍ଠୁର ସାଜିଲା ଭାଗ୍ୟ। ରାତି ପାହିଲେ ହୋଇଥାନ୍ତା ବାହାଘର। ମାତ୍ର ଘରକୁ ଫେରିଲା ପୁଅର ମୃତଦେହ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଝାରୁସୁଗଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ।
ଶନିବାର ଦିନ ବାହାଘର ହେବାର ଥିବା ବେଳେ କରୋନାର ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି…