ରୁଷରେ ବିମାନ ନିଖୋଜ, ୬ ଯାତ୍ରୀଙ୍କ…
ମସ୍କୋ: ରୁଷର ଖାବରୋଭସ୍କରେ ବିମାନ ନିଖୋଜ। ୬ ଜଣ ଯାତ୍ରୀ ଥିବା ଏହି ବିମାନ ରାଡାରରୁ ଗାଏବ ହେଇ ଯାଇଛି। ୬ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟୋନୋଭ-୨୬ ନାମକ ଏହି ବିମାନ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ହଠାତ୍ ରାଡାର ପରଦାରୁ ଉଭେଇ ଯାଇଥିଲା। ବିମାନର ସନ୍ଧାନ ଲାଗି ଏକ ଏମଆଇ- ୮ ହେଲିକପ୍ଟର ମୁତୟନ…