Odisha Link
Bridging the Missing Links in Odisha
Browsing Tag

ଭିଜିଲାନ୍ସ

ଆଜିଠୁ ବିରଞ୍ଚି ସାହୁଙ୍କୁ ମାରାଥନ ଜେରା…

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟ ପିଏସ ବିରଞ୍ଚି ନାରାୟଣଙ୍କ ସମ୍ପତିର ଖୋଳତାଡ଼ କରିବ ଭିଜିଲାନ୍ସ। ବିରଞ୍ଚି ନାରାୟଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ବେଆଇନ ଆୟର ଉତ୍ସ ଓ ନିଯୁକ୍ତି ଜାଲିଆତି ସମ୍ପର୍କରେ ଅଧିକ ତଥ୍ୟ ହାସଲ…

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ…

ସମ୍ବଲପୁର: ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ। ସମ୍ବଲପୁର ଧନକଉଡା ମୁଖ୍ୟ କିରାଣୀ ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ସାକ୍ଷୀପଡା ସ୍ଥିତ ବାସଭବନରେ ଚଢାଉ ଚାଲିଛି। ଚଢାଉ ବେଳେ ତାଙ୍କ ଘରୁ ବହୁ…

ଭିଜିଲାନ୍ସ ଜାଲରେ ଅବସର ପ୍ରାପ୍ତ…

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଅବସର ପ୍ରାପ୍ତ ଅଧୀକ୍ଷକ। ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କୁ ଘରେ ଭିଜିଲାନ୍ସ ରେଡ଼୍ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣପତିଙ୍କ ପ୍ୟାଲେସ ଲାଇନ୍ ଘରେ ରେଡ଼୍ ହୋଇଛି। ଭିଜିଲାନ୍ସ ଖୋଳତାଡ଼ ଜାରି ରହିଛି।

ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା…

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ରାଉରକେଲା ଟିଡିସିସି ଜିଲ୍ଲା ପରିଚାଳକ। ଆଜି ସକାଳୁ ଟିଡିସିସି ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ୧୯ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ। ଭୁବନେଶ୍ୱର ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଚଢାଉ। ଜୟପ୍ରକାଶ ନିଜ ସରକାରୀ ଗାଡିରେ ୧୯ ଲକ୍ଷ ଟଙ୍କା…

ଭିଜିଲାନ୍ସ ଜାଲରେ RI ବାବୁ

କର୍ଲାମୁଣ୍ଡା: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା RI । ଏକ ଜମିର ଡିମାରକେସନ ଓ ସ୍କେଚ୍ ଦେବା ପାଇଁ ସଦର ରାଜସ୍ବ ନିରୀକ୍ଷକ ରମେଶ ବରାଳ ଜମି ମାଲିକ ବିରଞ୍ଚି ଚୌଧୁରୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପୂର୍ବରୁ ସୂଚନା ପାଇଁ…