Odisha Link
Bridging the Missing Links in Odisha
Browsing Tag

ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ: ବାପାଙ୍କ ମୃତ୍ୟୁ…

କେନ୍ଦ୍ରାପଡ଼ା: ବାପାଙ୍କ ମୃତ୍ୟୁ ଖବର ପାଇ ସ୍କୁଟିରେ ଘରକୁ ଫେରୁଥିଲା ପୁଅ। ମାତ୍ର ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭମଣ୍ଡା ଗାଁରେ। ସୂଚନା ମୁତାବକ, ଗାଁର ବଶିଷ୍ଟ ସାମଲ କର୍କଟ ରୋଗରେ ପୀଡିତ ଥିଲେ। ଗତ ୧…

ସ୍ତ୍ରୀଙ୍କ ମୃତଦେହ ନେଇ ଫେରିବାବେଳେ…

ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ। ବୁର୍ଲାରୁ ସ୍ତ୍ରୀର ମୃତଦେହ ନେଇ ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣା। ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ଓ ପାଢେଲ ଗ୍ରାମ ନିକଟରେ। ଦୁର୍ଘଟଣା…

ରାଜ୍ୟରେ ପ୍ରଥମ ବ୍ଳାକ୍ ଫଙ୍ଗସ୍ ରୋଗୀଙ୍କ…

ସମ୍ୱଲପୁର: ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ବ୍ଳାକ୍ ଫଙ୍ଗସ୍‌ ଚିନ୍ତା ବଢ଼ାଇଲାଣି। ଆଜି ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ ସନ୍ଧିଗ୍ଧଙ୍କ ମୃତ୍ୟୁ ହୋଇଛି। ବୁର୍ଲା ଭୀମସାରରେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ତିନିଜଣ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଭିମସାରରେ ଚିକିତ୍ସିତ ହେଉଥିବା ଭୀମସାର…

ରାଜ୍ୟରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା। ହେଲେ ଏବେ ବି କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇ ନାହିଁ କଟକଣା। ଦିନକୁ ଦିନ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟରେ ୨୪ ଘଣ୍ଟା…

ବାପାଙ୍କ ମୃତ୍ୟୁ ପରେ ୧୧ ଦିନ ଯାଏଁ…

ସମ୍ବଲପୁର: ରାଜ୍ୟରେ କୋଭିଡ୍‌ର କଳାବାଦଲ କାୟା ମେଲାଇ ଚାଲିଥିବା ବେଳେ ସମ୍ବଲପୁରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବକ। ମୃତକଙ୍କ ପାଇଁ କିଏ ବ୍ରାହ୍ମଣ ଭୋଜନ ଦି୍ଅନ୍ତି ତ କିଏ ଗଙ୍ଗା ଯାଇ ବୁଡ଼ ପକାନ୍ତି। କିଏ ବନ୍ଧୁବାନ୍ଧବଙ୍କୁ ନୂଆ ଲୁଗା ବାଣ୍ଟନ୍ତି ତ କିଏ ମୃତକଙ୍କ ସ୍ମୃତିରେ…

କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୫ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୫ ଜଣ ମୃତକଙ୍କ ମଧ୍ୟରେ କଟକରୁ…

କରୋନା: ଆମେରିକା, ଚୀନ୍‌ ଓ ସ୍ପେନ୍‌…

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଏ ଆକଳନ ସତ। ଯଦି କରୋନା ଆକ୍ରାନ୍ତ ଏବଂ ମୃତ୍ୟୁରେ ଭାରତର ବର୍ତ୍ତମାନ ସ୍ଥିତିକୁ ଏକ ମାନକ ସଂଖ୍ୟା (benchmark) ହିସାବରେ ନିଆଯାଏ, ତେବେ ଆମର ଏହି ରୋଗଜନିତ ମୃତ୍ୟୁହାର ବହୁଳ ଭାବେ କ୍ଷତିଗ୍ରସ୍ତ ଦେଶ ଆମେରିକା, ଚୀନ୍‌ ଓ ସ୍ପେନ୍‌ ଠାରୁ…

ଭୁବନେଶ୍ବରରେ ୨ ନୂଆ କରୋନା ଆକ୍ରାନ୍ତ,…

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଆଉ ଦୁଇଜଣ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭଭିତରୁ ଜଣେ ଗତକାଲି ମୃତ୍ୟୁବରଣ କରିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଗତକାଲି ମମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘର ଭୁବନେଶ୍ବର ଝାରପଡ଼ା।…