ଲକଡାଉନ ଖୋଲିଲେ ରାଜ୍ୟରେ ଗଡିବ ସବୁ ବସ୍:…
ଭୁବନେଶ୍ୱର: ଲକଡାଉନ ଖୋଲିଲେ ରାଜ୍ୟରେ ଗଡିବ ସବୁ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକଡାଉନ ୨ୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ବସ୍ ପରିବହନକୁ ବିଚାର ବିମର୍ଷ ଜାରି ରହିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।
ବର୍ତ୍ତମାନ ସରକାରଙ୍କ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ ପ୍ରାୟତଃ ବସ୍ ଚାଲୁଛି।…