ପେଟ୍ରୋଲ ପରେ ଶତକ ଟପିଲା ଡିଜେଲ
ଭୁବନେଣ୍ବର: ପେଟ୍ରୋଲ ପରେ ଏବେ ଶତକ ଟପିଲା ଡ଼ିଜେଲ ଦର। ଲଗାତାର ପେଟ୍ରୋଲ ଓ ଡ଼ିଜେଲ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡୁଛି। କୋରାପୁଟରେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିଛି।
ଗତକାଲି ଡିଜେଲ ଦର ୯୯ ଟଙ୍କା ୭୫ ପଇସା ଥିବାବେଳେ ଆଜି ଏହା ୩୦ ପଇସା…