ଅନୀଲ ଦେଶମୁଖଙ୍କ ବିରୋଧରେ…
ନୂଆଦିଲ୍ଲୀ: ଆୟବହିର୍ଭୂତ ୧୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ‘ଲୁକ୍ଆଉଟ୍’ ନୋଟିସ୍ ଜାରି କରିଛି।
ଏହା ପୂର୍ବରୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା କେତେକ ସମନ୍କୁ ‘ଦି…