ଜନ୍ମବେଦୀରେ ମହାପ୍ରଭୁ: ଆଜିଠୁ ମିଳିବ…
ପୁରୀ: ଆଡ଼ପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧାର୍ତ୍ତି। ଆଜିଠାରୁ ବାହାରିବ ଆଡ଼ପ ଅବଢ଼ା। ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବର୍ଷକୁ ଥରେ ମିଳୁଥିବା ଏହି ଆଡ଼ପ…