Odisha Link
Bridging the Missing Links in Odisha
Browsing Tag

ଆତଙ୍କବାଦୀ

ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା, ଉରିରେ…

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା। ବିପୁଳ ଅସ୍ତ୍ରଶସ୍ତ୍ର ସହ ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ସବୁଠାରୁ ବଡ ଉଦ୍ୟମ। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ ଓ କାଶ୍ମୀରର ଉରି ସେକ୍ଟରରେ ବ୍ୟାପକ ସତର୍କତା। ଉରି ସେକ୍ଟରରେ ପ୍ରଥମ ଥର ଲାଗି ଇଣ୍ଟରନେଟ ଓ ମୋବାଇଲ ଫୋନ ସେବାକୁ…

ତାଲିବାନ ସରକାର ହେଉଛି ଆତଙ୍କବାଦୀଙ୍କ…

କାବୁଲ: ଆଫଗାନିସ୍ତାନରେ ତାଲିବାନୀ ସରକାରଙ୍କ ନୀତି। ସରକାର ଗଠନ ସହ ନୂଆ ନୀତି ଘୋଷଣା କରିଛି ତାଲିବାନ। ନୂଆ ନୀତି ଘୋଷଣା କରି ତାଲିବାନୀମାନେ କହିଛନ୍ତି, କେହି ଭବିଷ୍ୟତକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଦେଶରେ ଲାଗୁ ହେବ ଇସଲାମିକ୍ ବ୍ୟବସ୍ଥା। ଶରିଆ ଆଇନ ଅନୁସାରେ ଆଫଗାନିସ୍ତାନ ସରକାର ଓ…

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ:…

ଜମ୍ମୁ: ଜମ୍ମୁ ନିକଟତର ରଜୋରୀରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଗୁଳି ବିନିମୟରେ ଜେଣ ଜେସିଓ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଥାନାମଣ୍ଡି କ୍ଷେତ୍ରରେ ଆତଙ୍କବାଦୀମାନେ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷା ବଳର ଏକ ସଂଯୁକ୍ତ ଟିମ୍ ଏହି ଅଞ୍ଚଳରେ…

ଓଡ଼ିଶାରେ ଆତଙ୍କବାଦୀ, STF ଟିମ୍ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ। ଏଭଳି ଖବର ପାଇବା ପରେ ପୁଲିସ ଏବେ ତନାଘନା ଆରମ୍ଭ କରିଦେଇଛି। କୋଲକାତାରେ ୩ ଜଣ ବାଂଲାଦେଶୀ ଆତଙ୍କବାଦୀ ଧରାପଡ଼ିବା ପ୍ରସଙ୍ଗରେ ତନାଘନା ଚାଲିଛି। କୋଳକାତା ସହ ଯୋଗାଯୋଗରେ ରହିଥିବା କହିଛନ୍ତି ଓଡ଼ିଶା ଗୁଇନ୍ଦା ଅଧତ୍କାରୀ। କୋଲକାତା STF ଦ୍ୱାରା ୩…

ଏନକାଉଣ୍ଟରରେ ୫ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ‘ଅଲ୍ ଆଉଟ୍’ ଅଭିଯାନ ଜାରି। ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଜମ୍ମୁ-କଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏହି ସଫଳତା। ଆଉ କିଛି ଆତଙ୍କବାଦୀ ଲୁଚିଥିବା ଆଶଙ୍କା…

ଜାମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର, ୩…

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଗୁଣ୍ଡବ୍ରଥ ଅଞ୍ଚଳରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ। ଜାମ୍ମୁ-କାଶ୍ମୀର ପୋଲିସର କହିବା ଅନୁଯାୟୀ, ଗତକାଲି ପ୍ରଥମେ ଜଣେ ଆତଙ୍କବାଦୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତିନି ଆତଙ୍କବାଦୀଙ୍କ…

ଆତଙ୍କବାଦୀ ଆକ୍ରମଣ, ୫୦ରୁ ଉର୍ଦ୍ଧ୍ବ ମୃତ

ବ୍ୟୁରୋ: ଲଗାତାର ତିନୋଟି ବୋମା ବିସ୍ଫୋରଣରେ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ୫୦ ଜଣରୁ ଅଧିକଙ୍କର ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରୀ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ କାବୁଲର ଶୟେଦ ଅଲ୍-ସୁହାଦା ବାଳିକା ବିଦ୍ୟାଳୟ ବାହାରେ ଶନିବାର ପ୍ରଥମେ ଗୋଟିଏ ବୋମା ଫୁଟିଥିଲା।…

କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ…

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣରେ ଏକ ଅର୍ଧସାମରିକ ବାହିନୀ କ୍ୟାମ୍ପରେ ୩ ଜଣ ଯବାନଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶନିବାର ସଂଧ୍ୟାରେ ସୋପର ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଏକ ବାଇକ୍‌ରେ ଦୁଇ ବନ୍ଧୁକଧାରୀ ଆତଙ୍କବାଦୀ ଆସି କ୍ୟାମ୍ପ ଉପରକୁ ଆଖିବୁଜା ଗୁଳି…