Odisha Link
Bridging the Missing Links in Odisha
Browsing Tag

ଆମେରିକା

ଆମେରିକା ଅକାମୀ କରିଥିବା ବିମାନଗୁଡିକୁ…

କାବୁଲ: ଆମେରିକା ଅକାମୀ କରିଥିବା ବିମାନଗୁଡିକୁ ସକ୍ରିୟ କଲା ତାଲିବାନ। ପ୍ରାୟ ୨୦ ବର୍ଷ ଧରି ତାଲିବାନ ସହ ଯୁଦ୍ଧ ଲଢିବା ପରେ ଶେଷରେ ନିଜ ଦେଶକୁ ଫେରିଯାଇଛନ୍ତି ଆମେରିକା ସେନା। କାବୁଲ ଛାଡିବା ପୂର୍ବରୁ ଆମେରିକା ଏୟାରବେସ୍‌ରେ ଥିବା ଅନେକ ହେଲିକପ୍ଟର ଏବଂ ଯୁଦ୍ଧ ବିମାନଗୁଡିକୁ ଅକାମୀ କରିଦେଇଥିଲା।…

ସରିଲା ଡେଡ୍‌ଲାଇନ: ଆଫଗାନ ଛାଡିଲା…

କାବୁଲ: ସରିଲା ଡେଡ୍‌ଲାଇନ, ଆଫଗାନ ଛାଡିଲା ଆମେରିକା। ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡିଲା ଆମେରିକାର ଶେଷ ବିମାନ। ସି-୧୭ ବିମାନ ରାତି ପାଖାପାଖି ୩ଟା ୨୯ରେ କାବୁଲ ଏୟାରପୋର୍ଟରୁ ଉଡାଣ ଭରିଥିଲା। ଏହି ଉଡାଣ ସହ ଆଫଗାନିସ୍ତାନରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିଛି ଆମେରିକା। ବିମାନ…

ଏୟାରଷ୍ଟ୍ରାଇକ୍ କରି ଆତଙ୍କବାଦୀ ଆକ୍ରମଣ…

କାବୁଲ: କାବୁଲ ବିମାନବନ୍ଦର ନିକଟରେ ଆଇଏସଆଇଏସ-ଖୁରାସନ ଆତଙ୍କବାଦୀଙ୍କ ବଡ ଆକ୍ରମଣ ଯୋଜନା ପଣ୍ଡ। ଏୟାରଷ୍ଟ୍ରାଇକ୍ କରି କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି ଆମେରିକା। କାବୁଲ ବିମାନବନ୍ଦର ନିକଟରେ ଥିବା ଏକ ଜନବସତି ଦେଇ ଆତ୍ମଘାତି ଆକ୍ରମଣ ପାଇଁ ବିସ୍ଫୋରକ ଭର୍ତ୍ତି କାର ନେଇ ବିମାନବନ୍ଦର…

ଭୟରେ ଆମେରିକାର ସାମରିକ ବିମାନରେ ଚଢ଼ିଗଲେ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଆଫଗାନବାସୀଙ୍କ ଭିତରେ କୋକୁଆଭୟ। ଆଫଗାନିସ୍ତାନକୁ ଛାଡ଼ିବାକୁ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିବା ବେଳେ ଦେଶ ଛାଡ଼ିବା ପାଇଁ ୬୪୦ଆଫଗାନବାସୀ କାବୁଲ ବିମାନବନ୍ଦରରେ ଆମେରିକାର ସାମରିକ ବିମାନରେ ଚଢ଼ିଯାଇଥିବା ଦେଖାଯାଇଛି। ସୋସିଆଲ…

କରୋନା ପରେ ଏବେ ହନ୍ତା ଭାଇରସ୍

ମିସିଗନ: କରୋନା ମହାମାରୀ ପରେ ଏବେ ଆତଙ୍କ ସୃଷ୍ଟି କରିଛି ହନ୍ତା ଭାଇରସ୍। କରୋନା ସଂକ୍ରମଣ କମିଥିବା ବେଳେ ପୁଣି ଏକ ଭୂତାଣୁ ସଂକ୍ରମଣ ଆମେରିକାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ଆମେରିକାର ମିସିଗନ ସହରରେ ସୋମବାର ଦିନ ହନ୍ତା ଭୂତାଣୁ ସଂକ୍ରମଣ ନେଇ ପ୍ରଥମ ମମଲା ଆସିଛି। ଏଠାରେ ଜଣେ ମହିଳାଙ୍କ…

ଆମେରିକା ନିର୍ବାଚନ: ଜୋ ବାଇଡେନ୍‌…

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଠାରୁ ଢେର ଅଧିକ ଭୋଟ ପାଇଛନ୍ତି ଜୋ ବାଇଡେନ୍। ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି। ଆମେରିକାରେ ମୋଟ ୫୩୮ ଇଲେକ୍ଟୋରାଲ କଲେଜ (ଭୋଟ୍) ଥିବା ବେଳେ ଏଥିରୁ ୨୭୦ରେ ବିଜୟୀ ହେଲେ ଜଣେ ରାଷ୍ଟ୍ରପତି ଭାବେ ନିର୍ବାଚିତ…

ବେରୋଜଗାର ଭତ୍ତା ମାଗିଲେ ୪୪ ଲକ୍ଷ…

କରୋନା ମହାମାରୀ ପାଇଁ ବୃତ୍ତି ହରାଇଥିବା ୪୪ ଲକ୍ଷ ଆମେରିକୀୟ ସରକାରଙ୍କୁ ବେରୋଜଗାର ଭତ୍ତା ମାଗିଛନ୍ତି। ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ଦେଶରେ ଯେତିକି ନୂଆ ରୋଜଗାର ସୃଷ୍ଟି ହୋଇଥିଲା ଏହି କରୋନା ସଂକ୍ରମଣ ସମୟରେ ତାହା ଠାରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି। ଗ୍ରେଟ୍‌ ଡିପ୍ରେସନ୍‌ ପରଠାରୁ…

ଅର୍ଥନୀତି ସୁଧାରୁଛି ଆମେରିକା:…

ଓଏଲ୍‌ ବ୍ୟୁରୋ: କରୋନା ପ୍ରଭାବିତ ଆମେରିକାର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ସୁଧାର ପାଇଁ ଅଣ୍ଟା ଭିଡ଼ିଛି ଡ୍ବାଇଟ୍‌ ହାଉସ୍। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏଥିପାଇଁ ଏକ ୨୦୦ ଜଣିଆ ଉପଦେଷ୍ଠା ମଣ୍ଡଳୀ ଗଠନ କରିଛନ୍ତି ଯେଉଁଥିରେ ପ୍ରାୟ ୨୦୦ ଜଣ ଆମେରିକୀୟ କର୍ପୋରେଟ୍‌…

ଭାରତକୁ ୧୨,୦୦୦ କୋଟି ଟଙ୍କାର…

ଶୁଭ୍ରାଂଶୁ ପଣ୍ଡା ଗୋଟିଏ ପଟେ ଆମେରିକାକୁ ଜରୁରୀ ରୋଗପ୍ରତିରୋଧକ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇଦେବାକୁ ଭାରତ ରାଜି ହୋଇଥିବା ବେଳେ ଏଭଳି ଅବେଳରେ ଭାରତର ଯୁଦ୍ଧାସ୍ତ୍ର କ୍ରୟ ଅନୁରୋଧକୁ ଅନୁମୋଦନ କରିଛି ଆମେରିକା। ଭାରତ ଏ ନେଇ ପୂର୍ବରୁ ଆମେରିକାକୁ ଅନୁରୋଧ କରିଥିବା ବେଳେ ସୋମବାର (୧୩…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ…

ଭୁବନେଶ୍ୱର: ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଉଦ୍ୟୋଗପତି, ଜନସେବୀ ତଥା ବାୟୋଟେକ ବୈଜ୍ଞାନିକ ଡ. ଶିତିକଣ୍ଠ ଦାଶ ଓଡ଼ିଶାର କରୋନା ଲଢ଼େଇ ପାଇଁ ବଢ଼ାଇଛନ୍ତି ସହଯୋଗର ହାତ। ରାଜ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ ଡ. ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ୧୫,୦୦୦ ଆମେରିକୀୟ ଡଲାର…