Odisha Link
Bridging the Missing Links in Odisha
Browsing Tag

ଆମ୍ବୁଲାନ୍ସ

ରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବାରୁ…

ସମ୍ବଲପୁର: ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ। ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁରରୁ। ସୋମବାର ଅପରାହ୍ଣରେ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ମହିଳା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଧରି ଏକ ୧୦୮ ଆମ୍ବୁଲାନ୍ସ ବୁର୍ଲା ବଡ଼ ମେଡିକାଲକୁ ଯାଉଥିଲା। ତେବେ ଆମ୍ବୁଲାନ୍ସଟି…

ଆମ୍ବୁଲାନ୍ସରେ ଲାଗିଲା ନିଆଁ

କେନ୍ଦ୍ରାପଡା: ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ।  ରୋଗୀ ଛାଡି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଛି। ବ୍ୟାଟେରୀ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି।…

ସ୍ତ୍ରୀଙ୍କ ମୃତଦେହ ନେଇ ଫେରିବାବେଳେ…

ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ। ବୁର୍ଲାରୁ ସ୍ତ୍ରୀର ମୃତଦେହ ନେଇ ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣା। ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ଓ ପାଢେଲ ଗ୍ରାମ ନିକଟରେ। ଦୁର୍ଘଟଣା…

୩ କରୋନା ରୋଗୀଙ୍କୁ ନେଇ ଆସୁଥିବା…

କଟକ: ଯାଜପୁରରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ଭୁବନେଶ୍ୱର ଆସୁଥିବା ବେଳେ କଟକ ଠାରେ ଜାତୀୟ ରାଜପଥ ୧୬ ଉପରେ ଓଲଟି ପଡ଼ିଛି ଆମ୍ବୁଲାନ୍ସ। ପାଞ୍ଚଟି ଆମ୍ବୁଲାନ୍ସରେ ପ୍ରାୟ ୧୪ ଜଣ ରୋଗୀ ଆସୁଥିଲେ। ସେଥିରୁ ଗୋଟିଏ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ଥିଲେ ଯାହା କଟକ ଠାରେ ଦୁର୍ଘଟଣାର…