ଆୟୁଷ୍ମାନ ଭାରତ: ୪ ବର୍ଷରେ ଖର୍ଚ୍ଚ…
ନୂଆଦିଲ୍ଲୀ: ଗୋଟିଏ ପଟେ କୋଭିଡ୍ ଦ୍ବିତୀୟ ଲହଡ଼ିରେ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ସବୁ ସାମନାକୁ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରଚାରିତ ଯୋଜନା ଆୟୁଷ୍ମାନ ଭାରତ (ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା) ବାବଦରେ ଆସିଛି ସାଂଘାତିକ ତଥ୍ୟ। ସୂଚନା ଅଧିକାର ଆଇନ…