ଡ୍ରଗ୍ସ ଲିଙ୍କ୍ ନେଇ ଅରମାନ କୋହଲିଙ୍କ…
ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ୍ କାରବାରର ପର୍ଦ୍ଦାଫାସ କରିବାକୁ ତଦନ୍ତ ଜାରି ରଖିଛି ଏନସିବି। ଏହାରି ମଧ୍ୟରେ ବଲିଉଡ କଳାକାର ଅରମାନ କୋହଲିଙ୍କ ଘରେ ନର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ ଚଢ଼ାଉ କରିଛି। ଏବେ ବି ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି। ଏହା ପୂର୍ବରୁ ୨୦୧୮ରେ ଘରେ ୪୧ ବୋତଲ୍ ମଦ ବୋତଲ…