ସାଙ୍ଗଠନିକ ପୁନର୍ଗଠନକୁ କଂଗ୍ରେସର…
ଓଏଲ୍ ବ୍ୟୁରୋ: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି। ରାଜ୍ୟରେ ଶାସକ ଦଳ ଥିବା ବିଜୁ ଜନତା ଦଳ ଓ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ଆରମ୍ଭ କରିଛି ଅଙ୍କକଷା। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା କଂଗ୍ରେସ ନିଜର ସାଙ୍ଗଠନିକ…