Odisha Link
Bridging the Missing Links in Odisha
Browsing Tag

କଟକଣା

ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ କଟକଣା…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଏହି ନିଷେଧାଦେଶ ଯୋଜନା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବିଳମ୍ବିତ ରାତିରେ ମଥୁରାରେ କୃଷ୍ଣୋତ୍ସବ ୨୦୨୧ କାର୍ଯ୍ୟକ୍ରମରେ…

ବାହାର ରାଜ୍ୟରୁ ଓଡ଼ିଶା ଆସିବାକୁ ହଟିଲା…

ଭୁବନେଶ୍ବର: ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ହଟିଲା କରୋନା କଟକଣା। ଓଡ଼ିଶା ଆସିବାକୁ ଏବେ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ। କରୋନା ସଂକ୍ରମଣ କମିବା ପରେ କଟକଣା ହଟାଇଲେ ଓଡ଼ିଶା ସରକାର। ଏବେ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। ଏନେଇ…

କଟକଣା ସତ୍ତ୍ୱେ ରଥରେ ଚଢ଼ିଲେ ଅଣ ସେବାୟତ

ପୁରୀ: ଚଳିତ ବର୍ଷ କରୋନା ପାଇଁ କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡ଼ାଯାତ୍ର ଅନୁଷ୍ଠିତ ହୋଇଛି। ଚାରିଆଡ଼େ ପୁଲିସ୍‌ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ଚଢ଼ିଲେ ଅଣସେବାୟତ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫଟୋଟି ଏବେ…

ବାହୁଡ଼ାରେ ବି ଛାତ ଉପରୁ ରଥ ଦେଖିବା…

ପୁରୀ: ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ଶୀଜିଉଙ୍କ ବାହୁଡାଯାତ୍ରା। ଚଳିତ ବର୍ଷ କରୋନା କଟକଣାରେ ମଧ୍ୟରେ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ଏଥିସହ ଛାତ ଉପରୁ ରଥ ଦେଖିବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ବାହୁଡ଼ା ଯାତ୍ରାରେ ମଧ୍ୟ ସମାନ…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନେଇ ବଢ଼ିଲା…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ପୁଣି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କରୋନା ଯୋଗୁଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ ଉପରେ କଟକଣା ଲାଗିଛି। ମାତ୍ର କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା…

ରାଜ୍ୟରେ କୋହଳ ହେଲା କଟକଣା

ଭୁବନେଶ୍ବର: ରାଜ୍ୟରେ କୋହଳ ହେଲା କଟକଣା। ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖୋଲା ରହିବ ମିଠା ଦୋକାନ ।  ସପ୍ତାହନ୍ତ ସଟଡାଉନ ଓ…

କଟକଣା କୋହଳ: ସକାଳ ୯ରୁ ସନ୍ଧ୍ୟା ୫ ଯାଏ…

ଶିମଲା: ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଟକଣାକୁ କୋହଳ କରଛନ୍ତି ହିମାଚଳପ୍ରଦେଶ ସରକାର। ଜୁନ୍‌ ୧୪ ତାରିଖରୁ ରାଜ୍ୟରେ ନୂଆ ନିୟମ ଲାଗୁ ହେବ ବୋଲି ଆଜି ହିମାଚଳପ୍ରଦେଶ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ ପ୍ରବେଶ ପାଇଁ  ଆରିଟିପିସିଆର…

ବିଦେଶକୁ ବିମାନ ଉଡ଼ାଣ କଟକଣା ଅବଧି…

ନୂଆଦିଲ୍ଲୀ: ପୁଣି ବିଦେଶକୁ ବିମାନ ଉଡ଼ାଣ କଟକଣା ଅବଧି ବୃଦ୍ଧି କରିଛନ୍ତି ଭାରତ ସରକାର। ପୂର୍ବଭଳି ଜୁନ୍‌ ମାସରେ ମଧ୍ୟ ବିଦେଶୀକୁ ଯାତ୍ରୀବାହୀ ବିମାନ ଉଡ଼ି ପାରିବ ନାହିଁ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଦେଶକୁ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଜୁନ୍‌ ୩୦ ଯାଏ ବୃଦ୍ଧି…

କଟକ ପାଇଁ ନୂଆ କଟକଣା, ସିଏମସି କମିଶନର…

କଟକ: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ବିଶେଷକରି ଟ୍ବିନସିଟିରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ସଂକ୍ରମଣ। ଏହାକୁ ନଜରରେ ରଖି କଟକରେ ସହର ପାଇଁ ଜାରି କରାଯାଇଛି ନୂଆ କଟକଣା। ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇ…

ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ହେଉଛି ବେକାବୁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଫଳାଫଳ ଘୋଷଣା ହେବ । ତେବେ ଏହା ପରେ ବିଜୟ ଶୋଭାଯାତ୍ରା କରାଗଲେ କରୋନା ସଂକ୍ରମଣ…