Odisha Link
Bridging the Missing Links in Odisha
Browsing Tag

କଟକ

ଲଗାଣ ବର୍ଷା ସତ୍ତ୍ୱେ କଟକରେ ବିଜେପି…

କଟକ: ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ…

ଆସନ୍ତା ୧୩ରେ କଟକ ବନ୍ଦ ଡାକରା

କଟକ: ଆସନ୍ତା ୧୩ରେ କଟକ ବନ୍ଦ ଡାକରା। ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ନିର୍ଦ୍ଦେଶକୁ ବିରୋଧ କରି କଟକରେ ପ୍ରତିବାଦ। ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ସମେତ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି। ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ…

କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ…

କଟକ: କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା। କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁଭବନ…

କାଲିଠୁ ଖୋଲିବ କଟକର ସବୁ ଧର୍ମାନୁଷ୍ଠାନ

କଟକ: କରୋନା କଟକଣା କୋହଳ ହେଇଥିବା ବେଳେ ଆସନ୍ତା କାଲିଠାରୁ କଟକ ଜିଲ୍ଲାରେ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ। କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମାନୁଷ୍ଠାନ ଖୋଲିବା ସହ କୋଭିଡ୍ ଗାଇଡଲାଇନ୍ ମାନିବା ବାଧ୍ୟତାମୂଳକ କରାଯାଇଛି। ଧର୍ମାନୁଷ୍ଠାନ…

କଟକରୁ ଜବତ ହେଲା ୨ କେଜି ସୁନା

କଟକ: କଟକରେ ବେଆଇନ ସୁନା କାରବାର ଘଟଣା। ଜବତ ହେଇଛି ବିପୁଳ ପରିମାଣର ସୁନା। ୨ କେଜି ଓଜନର ସୁନା ଜବତ କରାଯାଇଛି। ଆଜି କମିଶନରେଟ ପୁଲିସ ଏହି ସୁନା ଜବତ କରିଛି। ଜଣେ ବ୍ୟକ୍ତିଙ୍କ ଘରୁ ପୁଲିସ ଏହି ସୁନା ଜବତ କରିଛି। ପଞ୍ଜାବରୁ ସୁନା ଆଣି ଜିଏସଟି ଫାଙ୍କି ବିକ୍ରି କଲା ବେଳେ ପୁଲିସ ଏହାକୁ ଜବତ…

କଟକରୁ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର…

କଟକ: କଟକରୁ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବ୍ରାଉନସୁଗାର ଜବତ କରିଛି। ବାଙ୍କୀ ବଜାରରେ ଜଣେ ଗ୍ରାଜୁଏଟ ଛାତ୍ର ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଧରା ପଡ଼ିଛି। ଏହି ଅଭିଯୁକ୍ତ ଜଣଙ୍କ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ପୋଡ଼ାଢ଼ିହର ସୁରେଶ…

କଟକରୁ ସେକ୍ସ ରାକେଟ୍ ଠାବ

କଟକ: କଟକରୁ ସେକ୍ସ ରାକେଟ୍ ଠାବ। କଟକର ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିଛି। ପୁଲିସ ହୋଟେଲରେ ଉପରେ ଚଢାଉ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ହୋଟେଲରେ ସେକ୍ସ ରାକେଟ ଚଢାଉ ବେଳେ ଜଣେ ଯୁବତୀ ଉଦ୍ଧାର ହୋଇଥିବା ବେଳେ ମହିଳା କିଙ୍ଗପିନ୍ ସହ ୨ ହୋଟେଲ…

କଟକରେ ବୟସ୍କଙ୍କ ଟିକାକରଣ ପାଇଁ ପିକ୍ଅପ୍…

କଟକ: ରାଜ୍ୟରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ। ସେ କହିଛନ୍ତି, କଟକ ସହରରେରେ ଦୈନିକ କୋରୋନା ସଂକ୍ରମଣ କମୁଛି। ମାର୍ଚ୍ଚ ୧୫ରୁ ସଂକ୍ରମଣ ବଢ଼ିଥିଲା କିନ୍ତୁ ମେ’ ୧୫ରୁ କମୁଛି। କଟକ ସହରରେରେ…

କଟକରୁ ୧୭ ହଜାର ନକଲି ଫାଭିପିରାଭିର୍ ଜବତ

କଟକ: ପୁଣି କଟକ ଜିଲ୍ଲାରୁ ନକଲି ସାମଗ୍ରୀ ଠାବ। କଟକରୁ ବିପୁଳ ପରିମାଣର ନକଲି ଫାଭିପିରାଭିର୍ ଜବତ ହୋଇଛି। ଏକ ମେଡିସିନ୍ ଷ୍ଟୋରରୁ ନକଲି ଫାଭିପିରାଭିର୍ ଜବତ ହୋଇଛି। ସୂଚନାଯୋଗ୍ୟ, କନିକା ଛକର ଏକ ମେଡିସିନ୍ ଷ୍ଟୋରରୁ ଏହି ନକଲି ଫାଭିପିରାଭିର୍ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍। ସେଠାରୁ…

କଟକରୁ ୧ କୋଟିର ବ୍ରାଉନସୁଗାର ଜବତ

କଟକ: କମିସନରେଟ୍ ପୁଲିସକୁ ବଡ ସଫଳତା। କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ସମୟରେ ପୁଲିସ ଗୋଟିଏ ବାଇକ୍, ଗୋଟିଏ କାର୍ ଏବଂ ୪ଟି ମୋବାଇଲ୍ ଜବତ କରିଛି। ସୂଚନା ମୁତାବକ, ୩ ଅଭିଯୁକ୍ତ କୋଲକାତାରୁ ବ୍ରାଉନସୁଗାର ଆଣି…