Odisha Link
Bridging the Missing Links in Odisha
Browsing Tag

କରୋନା ଟିକା

୨ ବର୍ଷର ଶିଶୁକୁ ଦିଆଗଲା ପ୍ରଥମ କରୋନା…

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ପ୍ରଥମେ ବୟସ୍କ ଏବଂ ଯୁବକଙ୍କ ପରେ ଦେଶରେ ଏବେ ପିଲାଙ୍କୁ ଟିକା ଦେବା ଲାଗି ପରୀକ୍ଷଣ ଚାଲିଛି। ଏହାରି ଭିତରେ ଜଣେ ୨ ବର୍ଷୀୟ ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଛି। ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ…

ପିଲାଙ୍କ ପାଇଁ କରୋନା ଟିକା: କ୍ଳିନିକାଲ୍…

ନୂଆଦିଲ୍ଲୀ: ୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ଉପଲବ୍ଧ ହୋଇପାରେ କରୋନା ଟିକା। ଏନେଇ କ୍ଲିନିକାଲ ଟ୍ରାଏଲ ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ମାଗିଛି ଜନସନ ଆଣ୍ଡ ଜନସନ। ଯଦି ସରକାରଙ୍କ ପକ୍ଷରୁ ଏଥିଲାଗି ଅନୁମତି ମିଳିବ ତେବେ ଦେଶରେ ଖୁବ୍ ଶୀଘ୍ର ୧୨ରୁ ୧୭ ବର୍ଷ ବୟସ୍କଙ୍କୁ ସିଙ୍ଗଲ ଡୋଜ ଟିକା ମିଳିବ।…

କରୋନା ଟିକା ନେଲେ ଗର୍ଭବତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟିକାକରଣ। ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି। ବିଏମ୍‌ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି। ଭୁବନେଶ୍ୱରରେ ମୋଟ ୧୦ ହଜାରରୁ ଅଧିକ ଗର୍ଭବତୀଙ୍କୁ ଟିକାକରଣରେ…

ଦୋକାନରେ ଲାଗିବ କରୋନା ଟିକା…

ବ୍ରହ୍ମପୁର: ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗତକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହୋଇଛି ଟିକାକରଣ। ଏହାକୁ ଆଉ ଟିକେ ତ୍ୱରାନ୍ୱିତ କରିବାକୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏଣିକି ଜିଲ୍ଲାର ସମସ୍ତ ଦୋକାନୀ ନିଜ ଦୋକାନ ସମ୍ମୁଖରେ ଲଗାଇବେ କରୋନା ଟିକା…

ଟିକା ନେଲେ ମାଗଣାରେ ମିଳିବ ଚିକେନ୍

ନୂଆଦିଲ୍ଲୀ: ଟିକା ନେଲେ ମାଗଣାରେ ମିଳିବ କୁକୁଡା। ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ପାଇଁ ଇଣ୍ଡୋନେସିଆ ସରକାର ଏଭଳି ନିଆରା ଉପାୟ ଆପଣାଇଛନ୍ତି। ପଶ୍ଚିମ ଜାଭାର ସିୟାନଜୁର ରିଜେନ୍ସିରେ ୪୫ରୁ ଉଦ୍ଧ୍ୱର୍ ବୟସ୍କ ନାଗରିକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଲାଗି ଜିଲ୍ଲାଧିକାରୀମାନେ ମାଗଣା…

୨୦୨୧ ସୁଦ୍ଧା ସମସ୍ତେ କରୋନା ଟିକା ନେଇ…

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତେ କରୋନା ଟିକା ନେଇ ସାରିଥିବେ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡେକର। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ୍‌ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।…

କରୋନା ଟିକା ନେଲେ ମିଳିବ ମାଗଣା ବିୟର,…

ୱାଶିଂଟନ୍: କରୋନା ମହାମାରୀରେ ସାରା ବିଶ୍ବ ଜୁଝୁଥିବା ବେଳେ କରୋନାରୁ ରକ୍ଷା ପାଇବା ପାଇଁ ଟିକାକରଣ ଜୋରଦାର ଚାଲିଛି। ଏହାରି ମଧ୍ୟରେ କୋଭିଡ୍ ଟିକା ନେଲେ ମାଗଣା ବିୟର୍ ମିଳିବ କଥା ସାମ୍ନାକୁ ଆସିଛି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିଶେଷକରି ଯୁବବର୍ଗଙ୍କୁ କୋଭିଡ୍ ଟିକା ନେବା ପାଇଁ ଆକୃଷ୍ଟ…