Odisha Link
Bridging the Missing Links in Odisha
Browsing Tag

କାବୁଲ

କାବୁଲ ଏୟାରପୋର୍ଟ ବାହାରେ ମହିଳାଙ୍କୁ…

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନୀଙ୍କ ରାଜ୍‌ ଚାଲିଛି। ତାଲିବାନିଙ୍କ ଭୟରେ ଆଫଗାନିସ୍ତାନରୁ ନାଗରିକମାନଙ୍କ ପଳାୟନ ଜାରି ରହିଛି । ବିମାନବନ୍ଦର ବାହାରେ ମହିଳା ମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ଯାହାଦ୍ୱାରା ସେମାନଙ୍କୁ ଦେଶ ବାହାରକୁ ନିଆଯାଇପାରିବ। ସୂଚନା ଅନୁଯାୟୀ, ଆଫଗାନିସ୍ତାନ…

କାବୁଲ ଏୟାରପୋର୍ଟରେ ବିସ୍ଫୋରଣ: ମୃତ୍ୟୁ…

କାବୁଲ: ଗତକାଲି ଆଫଗାନିସ୍ଥାନର କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକୀୟ ନୌସେନାର ୧୩ଜଣ ସୈନିକ ଏବଂ ଜଣେ ନୌସେନା ଡାକ୍ତର ନିହତ ହୋଇଛନ୍ତି।  ଏହି ସଂଖ୍ୟା ଆହୁରୀ ବଢିପାରେ…

କାବୁଲରେ ୟୁକ୍ରେନ୍ ବିମାନ ହାଇଜାକ୍

କାବୁଲ: କାବୁଲରେ ୟୁକ୍ରେନ୍ ବିମାନ ହାଇଜାକ୍। ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ଅପହରଣ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଫଗାନିସ୍ତାନରେ ପହଞ୍ଚିଥିଲା। ଅପହରଣକାରୀ ବିମାନକୁ ଇରାନ…

କାବୁଲରୁ ବିମାନରେ ସ୍ଥାନାନ୍ତରଣ ବେଳେ…

କାବୁଲ: କାବୁଲରୁ ଆମେରିକୀୟ ବିମାନରେ ସ୍ଥାନାନ୍ତରଣ ବେଳେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା। ଜର୍ମାନୀର ରାମଷ୍ଟେନ ଏୟାରବେସରେ ଅବତରଣ କରିବା କ୍ଷଣି, ବ୍ୟକ୍ତିବିଶେଷଙ୍କୁ ବିପଜ୍ଜନକ ସ୍ଥାନରୁ ସ୍ଥାନାନ୍ତରଣ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ବିମାନରେ ଥିବା ଜଣେ ଆଫଗାନ ମହିଳା ଗୋଟିଏ…

ପୁଣି କାବୁଲ ବିମାନବନ୍ଦରରେ ଫୁଟିଲା ଗୁଳି

କାବୁଲ: କାବୁଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପୁଣି ଫୁଟିଲା ଗୁଳି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଛି। ଗ୍ରେନେଡ୍ ମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି। ତାଲିବାନୀଙ୍କ ଫାୟାରିଂର ଶବ୍ଦ ଶୁଣି ଜୀବନ ବଂଚାଇବା ପାଇଁ ଏଣେତେଣେ ଲୋକେ ଦୌଡୁଥିବା ଏକ ଭିଡିଓ ଏବେ…

ତାଲିବାନ ରାଜୁତିରେ କାବୁଲ ଅଧିକ…

ଋଷିଆ: ଆଫଗାନିସ୍ତାନ ସଙ୍କଟକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଆଫଗାନିସ୍ତାନ ସ୍ଥିତି ନେଇ ପ୍ରତିକ୍ରିୟା ରଖିଲା ଋଷିଆ, ତାଲିବାନୀଙ୍କୁ ସପକ୍ଷରେ ମତ ରଖିଛନ୍ତି ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ। ଏଥିସହ ତାଲିବାନୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଲିବାନ ରାଜୁତିରେ ଅଧିକ…

ଭୟରେ ଆମେରିକାର ସାମରିକ ବିମାନରେ ଚଢ଼ିଗଲେ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଆଫଗାନବାସୀଙ୍କ ଭିତରେ କୋକୁଆଭୟ। ଆଫଗାନିସ୍ତାନକୁ ଛାଡ଼ିବାକୁ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିବା ବେଳେ ଦେଶ ଛାଡ଼ିବା ପାଇଁ ୬୪୦ଆଫଗାନବାସୀ କାବୁଲ ବିମାନବନ୍ଦରରେ ଆମେରିକାର ସାମରିକ ବିମାନରେ ଚଢ଼ିଯାଇଥିବା ଦେଖାଯାଇଛି। ସୋସିଆଲ…

କାବୁଲ ଛାଡିଲେ ଭାରତୀୟ ଦୂତାବାସର ସବୁ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତୀୟ ବାୟୁସେନାର ସି-୧୭ ବିମାନରେ ଭାରତ ଅଭିମୁଖେ ଉଡାଣ ଭରିଛି। ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ଧରି କାବୁଲ ଛାଡିଛନ୍ତି। ସି-୧୭ ଏୟାରକ୍ରାପ୍ଟରେ ୧୨୦ ଜଣ ଭାରତୀୟ ଫେରୁଥିବା ଜଣାପଡିଛି। ବାକୁଲ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଓ କର୍ମଚାରୀ…

କାବୁଲ ଏୟାରପୋର୍ଟ ବନ୍ଦ, ଦିଲ୍ଲୀକୁ…

କାବୁଲ: ଆଫଗାନିସ୍ତାନକୁ ଆକ୍ତିଆରକୁ କରିବା ପରେ ଏବେ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛି ତାଲିବାନ। କାବୁଲ ଏୟାରପୋର୍ଟ ଲଗାତାର ଗୁଳିମାଡ ଫଳରେ ନିଆଁ ଲାଗିଛି। ଏହି ଗୁଳିମାଡ଼ରେ ୩ ମୃତ ଘଟିଛି। ଏୟାରପୋର୍ଟକୁ ଚାରିପଟୁ ସିଲ କରାଯାଇଛି। ଏଥିସହ କାବୁଲ ଏୟାରପୋର୍ଟ ବନ୍ଦ କରି ଦିଆଯାଇଛି।। ଦିଲ୍ଲୀ…