Odisha Link
Bridging the Missing Links in Odisha
Browsing Tag

କୁମ୍ଭୀର

ନଦୀ ପଠାରୁ ମଇଁଷିକୁ ଟାଣିନେଲା କୁମ୍ଭୀର

ଚାନ୍ଦବାଲି: ନଦୀ ପଠାରୁ ମଇଁଷିକୁ ଟାଣିନେଲା କୁମ୍ଭୀର। ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ହେବା ସହ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିଛି। ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ଅନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏପରିକି ନଦୀରେ କୁମ୍ଭୀର ପହଁରୁଥିବା ଦେଖିବାକୁ…

ନନ୍ଦନକାନନ ବାଘ ଖୁଆଡ଼ରେ ପଶିଲା କୁମ୍ଭୀର

ଭୁବନେଶ୍ବର: ନନ୍ଦନକାନନ ବାଘ ଖୁଆଡ଼ରେ ଦେଖିବାକୁ ମିଳିଛି କୁମ୍ଭୀର। ସ୍ପନ୍ଦନ ଓ ବାସୁ ନାମକ ଦୁଇଟି କଳା ମହାବଳ ବାଘ ଖୁଆଡ଼ରେ ଚାରି ଫୁଟର ଏକ କୁମ୍ଭୀରଦେଖିବାକୁ ମିଳିଛି। କିଛିଦିନ ହେବ ଦୁଇ କଳା ମହାବଳ ବାଘ ପାଣିରେ ଗାଧୋଉ ନ ଥିଲେ। ଜନ୍ତୁ ରକ୍ଷକ ଦେଖନ୍ତି ତ ଏକ କୁମ୍ଭୀରଟି ବାଘ ଗାଧୋଉଥିବା ଖୁଆଡ଼…

କେନ୍ଦ୍ରାପଡ଼ା: ମହିଳାଙ୍କୁ ଭିଡ଼ିନେଲା…

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର। ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ପାର ହେଉଥିବା ବେଳେ ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର। ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଛି। ଏନେଇ ଖବର ପାଇ…