Odisha Link
Bridging the Missing Links in Odisha
Browsing Tag

କେନ୍ଦୁଝର

କେନ୍ଦୁଝରରେ ନୂଆ ନର୍ସିଙ୍ଗ କଲେଜ…

କେନ୍ଦୁଝର: କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ଚମ୍ପୁଆର କରା ଖେନ୍ଦ୍ରା ଠାରେ…

କେନ୍ଦୁଝର ସହରାଞ୍ଚଳରେ ୧୪୪ ଧାରା ଲାଗୁ

କେନ୍ଦୁଝର: କାୟା ମେଲାଉଛି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ସହରାଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସହରାଞ୍ଚଳ ସଂଲଗ୍ନ ପଞ୍ଚାୟତରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଯେକୌଣସି ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ବିବାହ, ଅନ୍ତିମ ସଂସ୍କାରରେ…

କେନ୍ଦୁଝରରେ ଆଉ ଜଣେ କରୋନା ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ମିଳିଛି। ଫଳରେ ରାଜ୍ୟରେ କରୋନା…

କରୋନା: ୩ ନୂଆ ଜିଲ୍ଲାରେ କୋଲକାତା…

ଭୁବନେଶ୍ବର: କୋଲକାତା ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଠାବ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ଏହା ସୀମିତ ଥିବା ବେଳେ ଆଜି ଆଉ ୩ ଜିଲ୍ଲାରେ କୋଲକାତା ଫେରନ୍ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। କେନ୍ଦୁଝର, ଦେଓଗଡ଼ ଓ…