Odisha Link
Bridging the Missing Links in Odisha
Browsing Tag

କେନ୍ଦ୍ରାପଡ଼ା

ସାମାଜିକ ଗଣମାଧ୍ୟମରେ ହଟହଟା…

ଭୁବନେଶ୍ବର: ଏକ ଚିଠି ପାଇଁ ହଟହଟା ହୋଇଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି। ଓଡ଼ିଆ ଭାଷାରେ ଲିଖିତ ଏ ଚିଠିରେ ଥିବା ତ୍ରୁଟିଗୁଡ଼ିକ ନେଇ ସାମାଜିକ ଗଣମାଧ୍ୟମରେ ବହୁ ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତା ଅନୁଭବ। ଜୁନ ୧୫ ତାରିଖରେ ନିଜ ଲେଟର ପ୍ୟାଡରେ ଅନୁଭବ ଏ ଚିଠିଟି ସ୍ବତନ୍ତ୍ର ରିଲିଫ୍‌…

କେନ୍ଦ୍ରାପଡ଼ା: ମହିଳାଙ୍କୁ ଭିଡ଼ିନେଲା…

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର। ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ପାର ହେଉଥିବା ବେଳେ ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର। ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଛି। ଏନେଇ ଖବର ପାଇ…

ଏମିତି ବି ଆସେ ମୃତ୍ୟୁ: ବାପାଙ୍କ ମୃତ୍ୟୁ…

କେନ୍ଦ୍ରାପଡ଼ା: ବାପାଙ୍କ ମୃତ୍ୟୁ ଖବର ପାଇ ସ୍କୁଟିରେ ଘରକୁ ଫେରୁଥିଲା ପୁଅ। ମାତ୍ର ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭମଣ୍ଡା ଗାଁରେ। ସୂଚନା ମୁତାବକ, ଗାଁର ବଶିଷ୍ଟ ସାମଲ କର୍କଟ ରୋଗରେ ପୀଡିତ ଥିଲେ। ଗତ ୧…

ଅମ୍ପାନ୍: ଦମକଳ ଗାଡ଼ିରେ ସନ୍ତାନ ପ୍ରସବ

କେନ୍ଦ୍ରାପଡ଼ା: ମହାବାତ୍ୟା ଅମ୍ପାନ୍‌ ଏବେ ଓଡ଼ିଶାରେ ନିଜର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ତାଣ୍ଡବ ଆରମ୍ଭ ହୋଇଯାଇଛି। ତେବେ ଏଭଳି ଅସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। ବାତ୍ୟା କାରଣରୁ…

ଆସିଲା ଗତକାଲି ଚିହ୍ନଟ ହୋଇଥିବା ୪ କରୋନା…

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ସେମାନଙ୍କର ତଥ୍ୟ ପ୍ରକାଶ କରିଛନ୍ତି ସରକାର। ୪ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଁଞ୍ଚିଛି। ତେବେ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ସୁନ୍ଦରଗଡ ଜିଲ୍ଲାର ବିସ୍ରା ଅଞ୍ଚଳର…

କେନ୍ଦ୍ରାପଡ଼ାରେ ଦୁବାଇ ଫେରନ୍ତା କରୋନା…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତାଙ୍କର ଘର କେନ୍ଦ୍ରାପଡ଼ାରେ। ୩୨ ବର୍ଷିୟ ଏହି ଯୁବକ ଜଣକ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିଲେ। https://twitter.com/HFWOdisha/status/1247196539929292800…