Odisha Link
Bridging the Missing Links in Odisha
Browsing Tag

କୋଭିଡ ହସ୍ପିଟାଲ

ଭବାନୀପାଟଣାରେ କୋଭିଡ ହସ୍ପିଟାଲ ଉଦଘାଟନ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା…

ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଲମ୍ବ ଡିଆଁ ମାରୁଛି ସଂକ୍ରମଙ୍କ ସଂଖ୍ୟା। ଆଜି ୮୦୦୦ ପାର କରିଛି ଦୈନିକ ସଂକ୍ରମଣ। ଏହାରି ଭିତରେ ପିପିପି ମୋଡରେ ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କରାଯିବ। ହସ୍ପିଟାଲ ନିର୍ମାଣ ନେଇ…

କଳାହାଣ୍ଡି କୋଭିଡ୍‌ ହସ୍ପିଟାଲ ବୁଲିଲେ…

ଭବାନୀପାଟଣା: କଳାହାଣ୍ଡିରେ ନିର୍ମାଣାଧୀନ ଏକମାତ୍ର କୋଭିଡ୍-୧୯ ଡାକ୍ତରଖାନା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ଓ ରାଜ୍ୟ ଉନ୍ନୟନ କମିଶନର୍‌ ସୁରେଶ ମହାପତ୍ର। ଆଜି ପୂର୍ବାହ୍ଣରେ ଭବାନୀପାଟଣାରେ ପହଞ୍ଚିଥିଲେ ଓଡ଼ିଶା ପ୍ରଶାସନର ଏହି ଦୁଇ ତୁଙ୍ଗ ଭାରତୀୟ…