Odisha Link
Bridging the Missing Links in Odisha
Browsing Tag

କ୍ରାଇମବ୍ରାଞ୍ଚ

ଆଇଟିଆର ତଥ୍ୟ ଲିକ୍ ମାମଲାର ତଦନ୍ତ ଆରମ୍ଭ…

ବାଲେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ଲିକ୍ ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚର ଏଡିଜି ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି(ସ୍ୱତନ୍ତ୍ର…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ଆଜି…

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀୟଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ବିଦ୍ୟାଭାରତୀଙ୍କ ବାପଘର…

କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା…

ସୋର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ବାଲେଶ୍ୱର ଖଇରା ସୌମ୍ୟଙ୍କ ଘରେ ପହଞ୍ଚି ତାଙ୍କ ବାପା, ମା’,…

ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା,…

ଗଜପତି: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍। ପୋଲିସ ଏକ ମାସ ଧରି ତଦନ୍ତ କରି ବିଫଳ ହେବା ବେଳେ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଘଟଣା ସହ ଜଡିତ ଜଣ ଜଣଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ୍। ଏହାରି ମଧ୍ୟରେ ମେଡିକାଲର…

ଡ଼ିଏଫଓଙ୍କୁ ମିଳିତ ଭାବେ ପଚରାଉଚୁରା…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ମାମଲାକୁ  ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି କ୍ରାଇମ ସିନ୍ ବୁଲି ଦେଖିବ କ୍ରାଇମବ୍ରାଞ୍ଚ। ଡ଼ିଏଫଓଙ୍କୁ…