Odisha Link
Bridging the Missing Links in Odisha
Browsing Tag

ଖୋଲିଲା

ଆଜିଠୁ ଖୋଲିଲା ସବୁ ବୈଷୟିକ…

ଭୁବନେଶ୍ୱର: ଆଜିଠୁ ଖୋଲିଲା ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କ୍ଲାସ ରୁମରେ ଆରମ୍ଭ ହେବ ଶିକ୍ଷାଦାନ। ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍‌ନିକ୍‌, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ କ୍ଲାସ ରୁମ୍‌ରେ ଶିକ୍ଷାଗ୍ରହଣ କରିବେ। କ୍ଲାସ ରୁମରେ ଗହଳି…

ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର। ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ଥିବା ବେଳେ ଆଜିଠୁ ଲିଙ୍ଗରାଜ ମନ୍ଦିର ଖୋଲିଛି। ଟ୍ରଷ୍ଟ ବୋ଼ର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ। ସମସ୍ତ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି…

ଭୁବନେଶ୍ବର: ଦୀର୍ଘ ୫ ମାସ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତିସ୍ତୁପ। କରୋନା କଟକଣାରେ ଧଉଳି ଶାନ୍ତିସ୍ତୁପ ଆଜିଠାରୁ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ପୁଣି ଚଳଚଂଚଳ ହୋଇଉଠିବ ଶାନ୍ତିସ୍ତୂପ। ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋରେ ମଜା ନେବେ ପର୍ଯ୍ୟଟକ। ସ୍ଥାନୀୟ…

ଆଜିଠୁ ଖୋଲିଲା ଭୁବନେଶ୍ୱରର ସବୁ…

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ଖୋଲିଲା। କରୋନା ଯୋଗୁଁ ପ୍ରାୟ ୩ ମାସ ଧରି ସବୁ ମନ୍ଦିର ଏବଂ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ଆଜି ଖୋଲିଛି। କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରୁଛନ୍ତି। ତେବେ ମନ୍ଦିର ଖୋଲିଥିବା ବେଳେ କୋଭିଡ…

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା…

ପୁରୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ। ଏହି ଦୁଇ ଦିନ ମନ୍ଦିର ସାନିଟାଇଜ୍ କରାଯିବ।…