Odisha Link
Bridging the Missing Links in Odisha
Browsing Tag

ଗଞ୍ଜେଇ ଜବତ

ପଇଡ଼ ବୋଝେଇ ଟ୍ରକରୁ ୭୦ ଲକ୍ଷର ଗଞ୍ଜେଇ…

କୋରାପୁଟ: ଲମତାପୁଟ ପୁଲିସକୁ ବଡ଼ ସଫଳତା। ଅଭିନବ ଉପାୟରେ ପଇଡ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୁଲିସ କାବୁ କରିଛି। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ, ଲମତାପୁଟ ଏବଂ ଜଲାପୁଟର ୪ ଜଣିଆ ପୋଲିସ ଟିମ୍ ଗଠନ କରି…

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ ୧୦୮ କେଜି ୬୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି। ଏଥିସହ ସଂପୃକ୍ତ ୩ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ମାଛକୁଣ୍ଡ ଅଞ୍ଚଳରୁ ରାଜସ୍ଥାନକୁ ଏକ କାର୍‌ (ଆର୍‌କେ ୧୪ସିୟୁ -୭୬୭୪) ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ…

୧କୋଟି ୧୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଞ୍ଜାମ: ଗଞ୍ଜାମରୁ ଗୁଜରାଟକୁ ଗଞ୍ଜେଇ ଚୋରା ଚାଲାଣ। ଓଡ଼ିଶାରୁ ଗଞ୍ଜେଇ ଚାଲାଣ ବେଳେ ଧରିଛି ଗୁଜରାଟ ପୁଲିସ। ଗଞ୍ଜାମରୁ ୩୨ବସ୍ତା ଗଞ୍ଜେଇ ସୁରଟ ଚାଲାଣ ହେଉଥିବା ବେଳେ ଗ୍ରାମୀଣ ପୋଲିସ ହାତରେ ଧରାପଡିଛି। ୩୨ ବସ୍ତାରେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୪ଲକ୍ଷ ଟଙ୍କା। ଗଞ୍ଜେଇ ମାଫିଆଙ୍କ ନିକଟରୁ…