ଗଲଓ୍ଵାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ,…
ନୂଆଦିଲ୍ଲୀ: ଗଲଓ୍ଵାନ ଘାଟିରେ ଗତ ବର୍ଷ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷକୁ ଆଜି ବର୍ଷେ ପୂରିଛି। ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ‘ଗଲଓ୍ଵାନ ବୀର’ ନାମରେ ଜାରି ଏହି ଭିଡିଓରେ ଭାରତୀୟ ଯବାନଙ୍କ ପରାକ୍ରମଙ୍କୁ ଦର୍ଶାଯାଇଛି। ୪.୫୯ ମିନିଟ୍ର ଏହି ଭିଡିଓରେ ଭାରତୀୟ…