Odisha Link
Bridging the Missing Links in Odisha
Browsing Tag

ଗାଇଡଲାଇନ

ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ

ଭୁବନେଶ୍ବର: ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ। ପାର୍ବଣ ପାଇଁ ସରକାର କେଉଁ କଟକଣା କୋହଳ କରିବେ ଓ ଲାଗୁ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି। କରୋନା କଟକଣା ଯୋଗୁଁ ଜୀବିକା ପ୍ରଭାବିତ ହେଇଥିବାରୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ହଟାଇବାକୁ ଦାବି ହେଉଛି। ଏପଟେ ପାର୍ବଣ ଋତୁ ଆସୁଥିବାରୁ…

ସେପ୍ଟେମ୍ବର ମାସ ପାଇଁ କେନ୍ଦ୍ରର…

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏବଂ ତୃତୀୟ ଲହର ଆଶଙ୍କା ଥିବାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର। ଗହଳି ସ୍ଥାନରେ କଟକଣା କଡାକଡି କରିବାକୁ ରାଜ୍ୟମାନଙ୍କୁ ଚିଠି…

ପାର୍ବଣ ପାଇଁ ଆସିବ ନୂଆ ଗାଇଡଲାଇନ:…

ଭୁବନେଶ୍ବର: ପାର୍ବଣ ଋତୁ ପାଇଁ ଆସିବ ନୂଆ ଗାଇଡଲାଇନ। ରାଜ୍ୟରେ ବର୍ତ୍ତମାନା ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା…

ଗୁପ୍ତେଶ୍ୱର ମନ୍ଦିର ପାଇଁ ଗାଇଡଲାଇନ…

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱରକୁ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ସରକାର। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଗୁପ୍ତେଶ୍ୱର ମନ୍ଦିର ଖୋଲିବ। ଏନେଇ ଗାଇଡଲାଇନ ଜାରି କରିଛି ପ୍ରଶାସନ। ଗାଇଡଲାଇନ ମୁତାବକ, ମନ୍ଦିର ମଧ୍ୟରେ ଏକକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ।…

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସିର…

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର। ଏଥିପାଇଁ ବିଏମସି ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି। ଦୁଇଟି ଡୋଜର ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ମିଳିବ। ଟିକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ। ଗର୍ଭଗୃହ ଦର୍ଶନ ବନ୍ଦ…

ଆସିଲା ଅଗଷ୍ଟ ମାସ ପାଇଁ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଗତ ଜୁଲାଇ ୧୫ ତାରିଖ ଦିନ ଘୋଷଣା କରିଥିବା ଆଂଶିକ ଲକଡାଉନ ଅବଧି ଆସନ୍ତାକାଲି ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଶ୍ରୀ ଜେନା ଅଗଷ୍ଟ ମାସ…

ଅକ୍ଟୋବର ପହିଲାରୁ ପାଠପଢ଼ା ଆରମ୍ଭ,…

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ପହିଲାରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ। ୟୁଜିସି ପକ୍ଷରୁ ପରୀକ୍ଷା ଓ ଶିକ୍ଷା ବର୍ଷ ପାଠପଢ଼ା ନେଇ ଗାଇଡଲାଇନ୍ ଜାରି କରାଯାଇଛି। ୨୦୨୧-୨୨ ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପରୀକ୍ଷା ପାଇଁ…

ଗର୍ଭବତୀଙ୍କୁ କୋଭିଡ଼ ଟିକା ପାଇଁ…

ନୂଆଦିଲ୍ଲୀ: ଦେଶରେ ଗର୍ଭବତୀଙ୍କୁ କରୋନା ଟିକା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛନ୍ତି। ଗର୍ଭଧାରଣ କଲେ ସଂକ୍ରମଣ ହେବାର ବିପଦ ବଢିନଥାଏ ବୋଲି କୁହାଯାଇଛି। ସେହିପରି ଲକ୍ଷଣ ଥିବା ସଂକ୍ରମିତ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଏବଂ ମୃତ୍ୟୁର ଆଶଙ୍କା ଅଧିକ ରହିଛି।…

ଛୁଆଙ୍କ କରୋନା ଚିକିତ୍ସା ପାଇଁ…

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ ଛୋଟ ଛୁଆଙ୍କ ଚିକିତ୍ସା ପାଇଁ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଡିରେକ୍ଟୋରେଟ ଜେନେରାଲ ଅପ୍ ହେଲଥ ସର୍ଭିସ ଦ୍ୱାରା ଗାଇଡଲାଇନ ଜାରି କରାଯାଇଛି।ଗାଇଡଲାଇନ…