Odisha Link
Bridging the Missing Links in Odisha
Browsing Tag

ଗିରଫ

ଗିରଫ ହେଲେ ସ୍ୱିଗି ବୟ

ଭୁବନେଶ୍ୱର: ଗିରଫ ହେଲା ସ୍ୱିଗିବୟ ଚିକୁନ। ଆଜି ଧଉଳି ପୁଲିସ ତାକୁ ଗିରଫ କରିଛି। ମିଛ ଅପହରଣର ଭ୍ରମ ସୃଷ୍ଟି କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ମଧ୍ୟପ୍ରଦେଶରେ ପ୍ରେମିକ ସହ ଧରାପଡ଼ିବା ପରେ ଆଜି ଉଭୟଙ୍କୁ ଓଡ଼ିଶା ଅଣାଯାଇଥିଲା। ତେବେ ତାଙ୍କ ପ୍ରେମିକା କହିଛନ୍ତି ମୁଁ ମୋ ଇଚ୍ଛାରେ ଯାଇଥିଲି…

କଙ୍ଗନାଙ୍କୁ କଡ଼ା ଚେତାବନୀ: କୋର୍ଟରେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଅଦାଲତଙ୍କ କଡ଼ା ଚେତାବନୀ। ଆଗାମୀ ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା। ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ବିରୋଧରେ ଆଗତ ହୋଇଥିବା ମାନହାନି ମାମଲାକୁ ଖାରଜ କରିବାକୁ ହୋଇଥିବା ଆବେଦନକୁ ବମ୍ବେ ହାଇକୋର୍ଟ…

ଚିଟ୍‌ଫଣ୍ଡ ଲିଙ୍କରେ ପୂର୍ବତନ ବିଧାୟକ…

ଭୁବନେଶ୍ବର: ଚିଟ୍‌ଫଣ୍ଡ ଲିଙ୍କରେ ପୂର୍ବତନ ବିଧାୟକ ଗିରଫ। ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସ। ୨୦୧୯ ଚିଟ୍‌ଫଟ୍‌ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟନାରୁ କ୍ରାଇମବ୍ରାଞ୍ଚ…

ବ୍ୟବସାୟୀଙ୍କୁ ଅପହରଣ ମାମଲା: ୱେବ୍…

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କୁ କିଛି ସାମ୍ବାଦିକ ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ୱେବ ପୋର୍ଟାଲର ସିଇଓ ଗିରଫ। ୱେବ ପୋର୍ଟାଲ ସିଇଓଙ୍କୁ ଓଡିଶା ପୋଲିସର ଏକ ଟିମ କୋଲକାତାରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ୱେବ ପୋର୍ଟାଲ ଲାଇଭ କଳିଙ୍ଗ ସିଓଓ ତଥା ମୁଖ୍ୟ ଅଭିଯୁକ୍ତ ହେଉଛି ରଘୁନାଥ…

ଗିରଫ ହେଲେ ମାନବବାଦ ସଂଗଠନର ମୁଖ୍ୟ ମାନସ…

ଭୁବନେଶ୍ବର: ଗିରଫ ହେଲେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ। ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ମାନସ ଦାସଙ୍କୁ ଗିରଫ କରିଛି। ଭୁବନେଶ୍ବର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଛି। ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା…

କୋଟିପତି ସରକାରୀ ବାବୁ ଗିରଫ

ବରଗଡ: ବରଗଡ଼ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଭିଜିଲାନ୍ସ ଏକକାଳୀନ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀଙ୍କ ଅଫିସ ଓ ବାସଭବନରେ ଚଢାଉ କରଇଥିଲା। ଘନଶ୍ୟାମ ଓ ତାଙ୍କ ପରିବାର…

ରାଜ କୁନ୍ଦ୍ରାଙ୍କ ପରେ ଗିରଫ ହେଲେ ଆଉ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସମ୍ୟାନ୍ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଅଶ୍ଳୀଳ ଫିଲ୍ମ ନିର୍ମାଣ ଏବଂ ସେଗୁଡିକୁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ…

ଶିଶୁକନ୍ୟାକୁ ନିର୍ଯାତନା ମାମଲା: ବାପା ଓ…

ଭୁବନେଶ୍ୱର: ବାଲିପାଟଣା ଅଞ୍ଚଳରେ ନାବାଳିକାଙ୍କୁ ନିର୍ଯାତନା ମାମଲାରେ ଚାଇଲ୍ଡ ଲାଇନର ହସ୍ତକ୍ଷେପ ପରେ ପୁଲିସ ଏକ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ନିର୍ଯାତନା ନେଇଥିବା ବାପା ଓ ସାବତ ମା' ଗିରଫ କରିଛି ପୁଲିସ।ଗିରଫ ନେଇ ଡିସିପି ସୂଚନା ଦେଇଛନ୍ତି। ଉଭୟ ବାପା ଓ ସାବତ ମା' ନାଁରେ…

ରାଜଧାନୀରୁ ୫ ସାଇବର ଠକ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ହୋଇଛନ୍ତି। ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯିବ ବୋଲି…

ନକଲି ଔଷଧ ମାମଲାରେ ଅଭିଯୁକ୍ତ ଶିବ ଜେନା…

ଭୁବନେଶ୍ବର: ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଗତକାଲି ଏହି ମାମଲାରେ ଏସଟିଏଫ୍‌ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ସଂସ୍ଥାର ନିର୍ଦ୍ଦେଶିକା ତଥା ଶିବଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା,…