Odisha Link
Bridging the Missing Links in Odisha
Browsing Tag

ଜିଲ୍ଲାପାଳ

ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ…

ଭୁବନେଶ୍ବର: ରାଜ୍ୟରେ ବଢୁଛି ତୃତୀୟ ଲହର ଆଶଙ୍କା। ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। କୋଭିଡ ମୁକାବିଲା ନେଇ ଆଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ ହସ୍ପିଟାଲରେ ଆବଶ୍ୟକ ଅନୁଯାୟୀ ବେଡ଼, ଟେଷ୍ଟ କିଟ୍‌ ମହଜୁଦ…

ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ୧…

ମାଲାକନଗିରି: ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ। ଜିଲ୍ଲାପାଳଙ୍କ ନାଁରେ ୧ କୋଟିର ଲାଞ୍ଚ ଅଭିଯୋଗ ହୋଇଛି। କୋଟିଏ ଟଙ୍କାର ଲାଞ୍ଚ ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ। ଟେଣ୍ଡର ଫିକ୍ସିଂ କରି ଲାଞ୍ଚ ନେଇଥିବା ଅଭିଯୋଗ କରି ୧୯ ଲକ୍ଷର ଗାଡ଼ି ଜିଲ୍ଲାପାଳ ବ୍ୟବହାର…

କରୋନା ସମୀକ୍ଷା: ପ୍ରବାସୀଙ୍କ ଫେରିବା…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ରାଜ୍ୟ ଲକଡାଉନ ଘୋଷଣା କରିଥିବା ବେଳେ ଆଜି କରୋନା ସ୍ଥିତି ସମୀକ୍ଷା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।…

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ, ୪ ନୂଆ…

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରାଶାସନିକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଖୋର୍ଦ୍ଧାର ଜିଲ୍ଲାପାଳ ବଦଳିଛନ୍ତି। ଏହା ଭିନ୍ନ ୪ ଜଣ ନୂଆ ପ୍ରଶାସକଙ୍କୁ ମଧ୍ୟ ଆଜି ଦାୟିତ୍ବ ଅର୍ପଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଓଏଏସ୍‌ ଅଧିକାରୀ ସୀତାଂଶୁ କୁମାର ରାଉତଙ୍କ ବ୍ରହ୍ମପୁରର ଚକବନ୍ଦୀ ଓ…

ଅଗଷ୍ଟରେ ବୀମା ଅବଧି ଶେଷ, ସାମ୍ବାଦିକ…

ଭୁବନେଶ୍ବର: ଗୋପବନ୍ଧୁ କର୍ତବ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବିମା ଯୋଜନାର ପଲିସି ଅବଧି ଶେଷ ହେବାକୁ ବସିଥିବା ବେଳେ ସାମ୍ବାଦିକମାନଙ୍କତାଲିକା ଦେଉନାହାନ୍ତି ଜିଲ୍ଲାପାଳ। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାର ସାମ୍ବାଦିକ ତାଲିକା ଏଯାଏଁ ସରକାରଙ୍କ ପାଖକୁ ଆସିନାହିଁ। ସୂଚନା ଓ ଲୋକସମ୍ପର୍କ…

ସରପଞ୍ଚଙ୍କ ଅଭିଯୋଗ: କେବଳ କାଗଜପତ୍ରରେ…

ଜଗତସିଂହପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ ହେଁ, ତୃଣମୂଳ ସ୍ତରରେ ଏବେ ବି ବାବୁରାଜ ଚାଲିଛି। ସରପଞ୍ଚମାନଙ୍କ ଅଜ୍ଞାତସାରରେ ପଞ୍ଚାୟତରେ କୋଭିଡ୍‌ ପରିଚାଳନା କରୁଛି ବ୍ଲକ୍‌ ପ୍ରଶାସନ। କେବଳ କାଗଜପତ୍ରରେ…

କାହାଣୀ ମାଧ୍ୟମରେ ପାଣ୍ଡିଆନଙ୍କ…

ଭୁବନେଶ୍ବର: ଜନତା ଯଦି ଅସୁବିଧାରେ ଅଛନ୍ତି ତେବେ ଏଥିପାଇଁ ଦାୟିତ୍ବରେ ଥିବା ଅଧିକାରୀ ହିଁ ଦାୟୀ। ରାଜ୍ୟରେ ତିରୋଟ ସମୟରେ ଯଦି ଭୋକ ବିକଳରେ ବା ଅସୁବିଧାରେ ପଡ଼ି ସାଧାରଣ ଜନତା କିଛି ଅପରାଧ କରିବସେ ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ଦଦାୟୀ ରହିବେ ବୋଲି ପରୋକ୍ଷରେ ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ…