Odisha Link
Bridging the Missing Links in Odisha
Browsing Tag

ଝାରସୁଗୁଡ଼ା

ଝାରସୁଗୁଡା ଉପନିର୍ବାଚନ ପାଇଁ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ୍‌ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ଏଥିପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା,…

ଝାରସୁଗୁଡ଼ା ଉପନିର୍ବାଚନ: ବିହାରୀ ଭୋଟ…

ଓଏଲ୍‌ ବ୍ୟୁରୋ: ରାତିପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍। ନିଜ ମନ ପସନ୍ଦର ନେତା ବାଝିବେ ଜନତା। ହେଲେ ଏବେବି ସରିନାହିଁ ରାଜନୈତିକ ଅଙ୍କକଷା। କାରଣ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିହାରା ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏଥିସହିତ ପୁରୀରେ ବିହାର ଭବନ ନିର୍ମାଣ…

ଝାରସୁଗୁଡ଼ା: ଜେଏସ୍‌ଡବ୍ଲୁ କାରଖାନା…

ଝାରସୁଗୁଡ଼ା: ଓଡ଼ିଶା ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ କାର୍ଯ୍ୟ କରିବା ବେଳେ ମାଚ୍ଚ ୧୧ରେ ପୋଡ଼ି ହୋଇ ଆହତ ହୋଇଥିବା ଚାରି ଜଣ ଠିକା ଶ୍ରମିକଙ୍କ ପାଇଁ ଜେଏସ୍‌ଡବ୍ଲୁ ବିପିଏସ୍‌ଏଲ୍ କୌଣସି କ୍ଷତିପୂରଣ ଦେଇନାହିଁ। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆନଗଲେ ଭବିଷ୍ୟତରେ…

ଝାରସୁଗୁଡ଼ାରେ ଲଜ୍ଜା: ଲକଡାଉନ ବେଳେ…

ଝାରସୁଗୁଡ଼ା: ଲକଡାଉନ ସମୟରେ ପୋଲିସର କଡ଼ା ପହରା ସତ୍ତ୍ୱେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଏଭଳି ଘଟଣା କୋଉ ଗାଁରେ ଘଟିନି ଝାରସୁଗୁଡ଼ାରେ ସହରରେ ଘଟିଛି। ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ସୂଚନା ମୁତାବକ, ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟେ ରେଳବାଇ…

ଖୋଲିଲା ଝାରସୁଗୁଡ଼ା ବିମାନବନ୍ଦର: ପ୍ରଥମ…

ଝାରସୁଗୁଡ଼ା: ଲକ୍‌ଡାଉନ୍‌ କାରଣରୁ ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସୋମବାର ଦିନ ଝାରସୁଗୁଡ଼ା ବିମାନବନ୍ଦର ପୁଣି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ଦିନରେ ୫ଟି ବିମାନ ଯିବା-ଆସିବା କରିବାର ଥିବା ବେଳେ ୩ଟି ବାତିଲ ହୋଇଯାଇଛି। ଦୁଇଟି ସ୍ପାଇସ୍‌ଜେଟ୍‌ ବିମାନ ଆସିଥିବା ବେଳେ ସମାନ ବିମାନ ଦ୍ବୟ ପୁଣି ଏଠାରୁ…

କରୋନା: ୩ ନୂଆ ଜିଲ୍ଲାରେ କୋଲକାତା…

ଭୁବନେଶ୍ବର: କୋଲକାତା ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଠାବ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ଏହା ସୀମିତ ଥିବା ବେଳେ ଆଜି ଆଉ ୩ ଜିଲ୍ଲାରେ କୋଲକାତା ଫେରନ୍ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। କେନ୍ଦୁଝର, ଦେଓଗଡ଼ ଓ…