Odisha Link
Bridging the Missing Links in Odisha
Browsing Tag

ଟଙ୍କା

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ…

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା। ସହାୟତା ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବେ। ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି। ସଂକ୍ରମିତ ହେବାର ମାସକ ମଧ୍ୟରେ ମୃତ୍ୟୁ ହୋଇଥିବା କୋଭିଡ…

୧କୋଟି ୧୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଞ୍ଜାମ: ଗଞ୍ଜାମରୁ ଗୁଜରାଟକୁ ଗଞ୍ଜେଇ ଚୋରା ଚାଲାଣ। ଓଡ଼ିଶାରୁ ଗଞ୍ଜେଇ ଚାଲାଣ ବେଳେ ଧରିଛି ଗୁଜରାଟ ପୁଲିସ। ଗଞ୍ଜାମରୁ ୩୨ବସ୍ତା ଗଞ୍ଜେଇ ସୁରଟ ଚାଲାଣ ହେଉଥିବା ବେଳେ ଗ୍ରାମୀଣ ପୋଲିସ ହାତରେ ଧରାପଡିଛି। ୩୨ ବସ୍ତାରେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୪ଲକ୍ଷ ଟଙ୍କା। ଗଞ୍ଜେଇ ମାଫିଆଙ୍କ ନିକଟରୁ…

ମାନବିକତା ଦେଖାଇଲେ ରାଜେନ୍ଦ୍ର, ଫେରାଇଲେ…

ପୁରୀ: ସମାଜରେ ଆଜି ବି ବଞ୍ଚିରହିଛି ମାନବିକତା। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ। ରାଜେନ୍ଦ୍ରଙ୍କ ନିର୍ଲୋଭ ସଚ୍ଚୋଟ ମନୋଭାବକୁ ସବୁଆଡେ ପ୍ରଶଂସା କରାଯାଉଛି। ସୂଚନା ମୁତାବକ, ଗତକାଲି ରାଜେନ୍ଦ୍ର ଟଙ୍କା ଉଠାଇବା ପାଇଁ ଅଠରନଳା ନିକଟସ୍ଥ ବ୍ୟାଙ୍କ ଅଫ…

ଟଙ୍କା ଦିଅ ମାଟ୍ରିକ୍‌ ପାସ୍ କରାଇ ଦେବୁ:…

ବୀରମିତ୍ରପୁର: ଟଙ୍କା ଦିଅ ମାଟ୍ରିକ୍‌ ପାସ୍ କରାଇ ଦେବୁ। ଏଭଳି କଲ୍‌ ଆସୁଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍‌ କୁମଝରୀଆ ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଖକୁ` ମୁଁ କଟକ ବୋର୍ଡ ଅଫିସରୁ କହୁଛି… ତୁମ ପିଲା ଅମୁକ ବିଷୟରେ ଫେଲ୍‌ ହୋଇଛି। ଅନ୍‌ଲାଇନ୍‌ରେ ଟଙ୍କା ଟ୍ରାନ୍ସଫର କଲେ…

ସଚ୍ଚୋଟପଣିଆ ଦେଖାଇଲେ ସଫେଇ କର୍ମଚାରୀ,…

ଅହମ୍ମଦାବାଦ: ଆଜିବି ସମାଜରେ ବଞ୍ଚିରହିଛି ସଚ୍ଚୋଟପଣିଆ। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଜଣେ ସଫେଇ କର୍ମଚାରୀ। ଜଣେ ସଫେଇ କର୍ମଚାରୀଙ୍କୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥଲା ମାତ୍ର ସେ ଏହି ବ୍ୟାଗ୍‌କୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ଗୁଜରାଟ ଅହମ୍ମଦାବାଦର…

ଡଲାର ତୁଳନାରେ ବଢୁଛି ଟଙ୍କାର ମୂଲ୍ୟ

ମୁମ୍ବାଇ: ଡଲାର ତୁଳନାରେ ବଢୁଛି ଟଙ୍କାର ମୂଲ୍ୟ। ଘରୋଇ ସେୟାର ବଜାରରେ ପଜିଟିଭ୍ ଟ୍ରେଣ୍ଡ୍ ଓ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କାରଣରୁ ସୋମବାର ଦିନ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୨ ପଇସା ମଜବୁତ ହୋଇଛି। ଡଲାର ତୁଳନାରେ ଟଙ୍କାରେ ୧୨ ପଇସା ବୃଦ୍ଧି ହୋଇ ୭୨.୮୭ରେ ପହଞ୍ଚିଛି। ଏହା ଘରୋଇ ବଜାରରେ…

ଭିକାରୁଣୀ ପାଖରୁ ମିଳିଲା ୨.୫୮ ଲକ୍ଷ…

ଜମ୍ମୁ: ଜଣେ ୬୫ ବର୍ଷୀୟ ଭିକାରୁଣୀ ପାଖରୁ ମିଳିଲା ୨.୫୮ ଲକ୍ଷ ଟଙ୍କା। କଥାଟା ଆପଣଙ୍କୁ  ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ସତ। ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ରାଜୌରୀର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ୬୫ ବର୍ଷୀୟ ଭିକାରୁଣୀକୁ ‘ସେଲ୍‌ଟର୍‌ ହୋମ୍’କୁ ସ୍ଥାନାନ୍ତରଣ କରାଯିବାର ପରେ ତା’ ପାଖରେ…

ଟଙ୍କା ପାଇଁ ଝରାଫୁଲକୁ ହତ୍ୟା: ଯାଜପୁର…

ଯାଜପୁର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲା ଉପରୁ ହଟିଲା ପରଦା। ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା। ଝରାଫୁଲଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ରାକେଶ। ଆଜି ଏନେଇ ସୂଚନା ଦେଇଛନ୍ତି…

ମୁଦ୍ରା ଦୁର୍ବଳ: ୧୦ ବର୍ଷରେ ଡଲାର…

ଓଏଲ୍‌ ବ୍ୟୁରୋ: ଡଲାର ତୁଳନାରେ ଦିନକୁ ଦିନ ଅଧିକ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା। ଆଜି ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ରହିଛି ୭୬.୬୦ ଟଙ୍କା। ଏପ୍ରିଲ ୧୬ ତାରିଖରେ ଏହା ସର୍ବାଧିକ ଦୁର୍ବଳ ହୋଇ ପ୍ରାୟ ୭୭ ଟଙ୍କା (୭୬.୮୫୧)ରେ ପହଞ୍ଚିଥିଲା। ୧୦ ବର୍ଷ ତଳର ମୂଲ୍ୟକୁ ଯଦି ତଳନା କରାଯାଏ ତେବେ…