Odisha Link
Bridging the Missing Links in Odisha
Browsing Tag

ଟିକା

ଟିକା ନ ନେବାରୁ ରାସନ କାର୍ଡ ଜବତ ସହ…

ଭୋପାଲ: କରୋନା ବିରୋଧରେ ଟିକା ବାଧ୍ୟମୂଳକ ନଥିବା ବେଳେ। ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ହିଁ ଟିକା ନେଇପାରିବେ କିମ୍ବା ଏହାକୁ ପ୍ରତ୍ୟାଖ୍ୟାନ କରିପାରିବେ। କାହାକୁ ଟିକା ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ କିଛି ସ୍ଥାନରେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକଙ୍କୁ ଅନେକ ପ୍ରକାରର…

ପିପିଲି ଉପନିର୍ବାଚନରେ ଡବଲ ଡୋଜ ଟିକାକୁ…

ପିପିଲି: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ତେଣୁ କଟକଣାରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସବୁବେଳେ ପରାମର୍ଶ ଦେଉଛନ୍ତି। ଏହାରି ଭିତରେ କୋଭିଡ କଟକଣାରେ ହେବ ପିପିଲି ଉପନିର୍ବାଚନ। ଉପନିର୍ବାଚନ ସମୟରେ କୋଭିଡର ଦୁଇ…

୨୦ରୁ ୨୨ ପ୍ରତିଶତଙ୍କ କ୍ଷେତ୍ରରେ କାମ…

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଟିକାଦାନ ଜାରି ରହିଛି। ରାଜ୍ୟରେ ପ୍ରାୟ ୭୦-୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଟିକା କାମ ଦେଉଛି। ହେଲେ ୨୦ରୁ ୨୨ ପ୍ରତିଶତଙ୍କ। କ୍ଷେତ୍ରରେ ଏହା କାମ ଦେଉନି। ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରରେ ଏପରି ସୂଚନା ଦେଇଛନ୍ତି ILS…

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ…

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏହାରି ମଧ୍ୟରେ ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଟିକା। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।…

ରାଜ୍ୟରେ ଡବଲ ଡୋଜ୍ ଟିକା ନେଇ ୩୧ହଜାର…

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର କମିଥିବା ବେଳେ ଡବଲ ଡୋଜ୍ ଟିକା ନେଇ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାରାଦେଶରେ ଡବଲ ଡୋଜ୍ ଟିକା ନେଇ ଏଯାଏ ୮୭ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଡବଲ ଡୋଜ୍ ଟିକା ନେବା ପରେ ୩୧ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଟିକା…

ଜାଇଡସ କାର୍ଡିଲା ଟିକାକୁ ଭାରତର ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ପୁଣି ଏକ ଟିକା ସାମିଲ ହୋଇଛି। ଫାର୍ମା କମ୍ପାନୀ ଜାଇଡସ କାର୍ଡିଲାର ୩ ଡୋଜ କରୋନା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଟିକାର ନାମ ଜାଇକୋଭି-ଡି ରଖାଯାଇଛି। ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ…

ଟିକା ନ ନେବାରୁ ବାୟୁସେନା କର୍ମଚାରୀଙ୍କୁ…

ଅହମ୍ମଦାବାଦ: କରୋନା ଟିକା ନ ନେବାରୁ କର୍ମଚାରୀଙ୍କୁ ବହିଷ୍କାର କଲା ବାୟୁସେନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଜରାଟ ହାଇକୋର୍ଟ ଗୁରୁବାର ଏହି ସୂଚନା ଦେଇଛନ୍ତି। ତେବେ ଟିକାକରଣ ନିଯୁକ୍ତି ସର୍ତ୍ତରେ ସାମିଲ ଥିବାର ଅତିରିକ୍ତ ସୋଲିସିଟର ଜେନେରାଲ ଦେବାଙ୍ଗ ବ୍ୟାସ୍‌ ବାୟୁସେନା କର୍ପୋରାଲ ୟୋଗେନ୍ଦ୍ର…

ଏଣିକି ଭାରତରେ ଟିକା ନେଇ ପାରିବେ ବିଦେଶୀ…

ନୂଆଦିଲ୍ଲୀ: ଏଣିକି ଟିକା ନେଇ ପାରିବେ ଭାରତରେ ରହୁଥିବା ସମସ୍ତ ବିଦେଶୀ ନାଗରିକ। କୋ ୱିନ୍ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି କୋଭିଡ ଟିକା ନେଇପାରିବେ ବିଦେଶୀ ନାଗରିକ। ଏଥିପାଇଁ ସେମାନେ ନିଜ ପାସପୋର୍ଟକୁ ପରିଚୟ ପତ୍ର ଭାବେ ବ୍ୟବହାର କରି କୋଓ୍ୱିନ୍ ଆପରେ ପଞ୍ଜୀକରଣ କରିପାରିବେ ବୋଲି ଟ୍ବିଟ୍ କରି…

ଜନସନ୍ ଆଣ୍ଡ ଜନସନ୍ ଟିକାକୁ ଅନୁମତି ଦେଲା…

ନୂଆଦିଲ୍ଲୀ: ଆମେରିକା ଟିକା ଜନସନ୍ ଆଣ୍ଡ ଜନସନକୁ ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଲେ ଭାରତ ସରକାର। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଭାରତରେ ବିଭିନ୍ନ ଟିକା ତିଆରି…

ଟିକା ନନେଇଥିଲେ ହଲ୍, ମଲ୍, ରେଷ୍ଟୁରାଣ୍ଟ…

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ଅଗଷ୍ଟ ଗାଇଡଲାଇନ ମୁତାବକ, ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲି ପାରିବ। ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲିପାରିବ। ସିନେମା ହଲ ୫୦% ଦର୍ଶଶକ କ୍ଷମତାକୁ ନେଇ…