Odisha Link
Bridging the Missing Links in Odisha
Browsing Tag

ନକଲି ଔଷଧ

ନକଲି ଔଷଧ ମାମଲାରେ ଅଭିଯୁକ୍ତ ଶିବ ଜେନା…

ଭୁବନେଶ୍ବର: ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଗତକାଲି ଏହି ମାମଲାରେ ଏସଟିଏଫ୍‌ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ସଂସ୍ଥାର ନିର୍ଦ୍ଦେଶିକା ତଥା ଶିବଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା,…

ନକଲି ଔଷଧ କାରବାର ମାମଲା: ୩ ଗିରଫ

କଟକ: ନକଲି କରୋନା ଔଷଧ କାରବାର ମାମଲାରେ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଜଣେ ମେଡିଲଏଡ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ହୋଇଥିବା ବେଳେ ଅନ୍ୟ ୨ଜଣ କମ୍ପାନୀ କର୍ମଚାରୀ ଅଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମ୍ପୃକ୍ତ କମ୍ପାନୀ…

ବୌଦ୍ଧରେ ନକଲି ଔଷଧ କାରବାର ଠାବ

ବୌଦ୍ଧ: ଦିନକୁ ଦିନ ବଢ଼ି ଚାଲିଚି ନକଲି ଔଷଧ କାରବାର। କଟକ,ବଲାଙ୍ଗୀର ପରେ ରାଜ୍ୟର ଏବେ ବୌଦ୍ଧ ଜିଲ୍ଲାରେ ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସିଛି। ନକଲି ଔଷଧ କାରବାରର ବଲାଙ୍ଗିର ଲିଙ୍କ ଜଣାପଡିବା ପରେ ଏହାର ଚେର ବୌଦ୍ଧକୁ ଲମ୍ବିଥିବା ଜଣାପଡିଛି। ବଲାଙ୍ଗୀର ସହର ସୁଦପଡାରେ ରହିଥିବା ମୋଦି…

ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ରାଜ୍ୟରେ ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଆଜି ନକଲି ଔଷଧ କାରବାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଗତ କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ୍ ହୋଇଥିଲା। ୧୭ ହଜାର ଫାଭିଫିରାଭିର ଟାବଲେଟ୍ ଜବତ…

୯ ପ୍ରକାର ନକଲି ଔଷଧ ଠାବ

ଭୁବନେଶ୍ୱର: ଗତକାଲି କଟକରୁ ନକଲି ଫାଭିପିରାଭିର ଜବତ ହେବା ପରେ ଆଜି ଆଉ ୯ ପ୍ରକାର ନକଲି ଔଷଧ ଠାବ କରାଯାଇଛି। ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଠାବ କରାଯାଇଛି। ବେନାମୀ ଔଷଧର ନମୁନା ସଂଗ୍ରହ ସହ ବିକ୍ରି ହୋଇନଥିବା ଔଷଧ ମଧ୍ୟ ଜବତ କରାଯାଇଛି।…